Latest Odisha News

BREAKING NEWS

Lucky Zodiac Signs 2026: ମକର ସଂକ୍ରାନ୍ତିରେ ବିରଳ ଚତୁର୍ଗ୍ରହୀ ସଂଯୋଗ; ଏହି ରାଶିଙ୍କ ଉପରେ ହେବ ଧନ ବର୍ଷା

ଭୁବନେଶ୍ବର: ଆରମ୍ଭ ହୋଇଛି ନୂତନ ବର୍ଷ ୨୦୨୬ । ତେବେ ୨୦୨୬ ମକର ସଂକ୍ରାନ୍ତିରେ ସୃଷ୍ଟି ହେଉଛି ବିରଳ ଚତୁର୍ଗ୍ରହୀ ସଂଯୋଗ; ଯାହାକୁ ଜ୍ୟୋତିଷମାନେ ଅତ୍ୟନ୍ତ ବିଶେଷ ଏବଂ ପ୍ରଭାବଶାଳୀ ବୋଲି କହିଛନ୍ତି । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ମକର ସଂକ୍ରାନ୍ତି ପର୍ବ ଜାନୁଆରୀ ୧୪ରେ ପାଳନ କରାଯିବ…

୧୫୦୦ ଟଙ୍କାର ହୁଇସ୍କିର ପ୍ରକୃତ ଦାମ୍ କେତେ ? ଜାଣନ୍ତୁ ସରକାର କେତେ ଟଙ୍କା ନେଇଥାନ୍ତି GST

ନୂଆଦିଲ୍ଲୀ; ଭାରତରେ ମଦ କେବଳ ପିଇବାର ବସ୍ତୁ ନୁହେଁ, ରାଜ୍ୟମାନଙ୍କ ପାଇଁ ଏହା ଏକ ବଡ଼ ରାଜସ୍ୱ ଉତ୍ସ ମଧ୍ୟ। ଦେଶର ବିଭିନ୍ନ ରାଜ୍ୟରେ ମଦ ଉପରେ ଏକ୍ସାଇଜ୍ ଡ୍ୟୁଟି, ଭ୍ୟାଟ୍ ଓ ଅନ୍ୟାନ୍ୟ ଶୁଳ୍କ ଭଳି ବିଭିନ୍ନ ପ୍ରକାରର ଟ୍ୟାକ୍ସ ଲାଗୁ ହୋଇଥାଏ। ଏହି ଟ୍ୟାକ୍ସଗୁଡ଼ିକ ଯୋଗୁ ମଦର ଦାମ୍…

ପ୍ରଧାମନ୍ତ୍ରୀଙ୍କୁ ଭେଟିପାରିବେ କି ସାଧାରଣ ନାଗରିକ ? ଜାଣନ୍ତୁ ଉପାୟ, ଆପଣ ବି ଭେଟି ପାରିବେ

ନୂଆଦିଲ୍ଲୀ: ଭାରତ ଏକ ଗଣତାନ୍ତ୍ରିକ ଦେଶ, ଯେଉଁଠାରେ ପ୍ରତ୍ୟେକ ନାଗରିକଙ୍କୁ ନିଜର କଥା ରଖିବାର ଅଧିକାର ରହିଛି । କିନ୍ତୁ ଅଧିକାଂଶ ସାଧାରଣ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଥାଏ ଯେ ସେମାନଙ୍କର ସ୍ୱର ଦେଶର ସର୍ବୋଚ୍ଚ ଆସନ ଯାଏ ପହଞ୍ଚି ପାରିବ କି ? ଜଣେ ସାଧାରଣ ନାଗରିକ କ’ଣ…

ଜଷ୍ଟିସ ସଙ୍ଗମ କୁମାର ସାହୁ ହେଲେ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି

କଟକ: ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନୂଆ ନିଯୁକ୍ତି । ବିହାର ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିବା ସୂଚନା ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ଦେଇଥିବା ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ଜଷ୍ଟିସ୍…

IAS: ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ବର: ନୂଆ ବର୍ଷ ଆରମ୍ଭରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ଆଜି ମୁଖ୍ୟ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଅନୁ ଗର୍ଗ । ଅନୁଙ୍କ ସ୍ଥାନରେ ଦେଓରଞ୍ଜନ ସିଂ ହେଲେ ଉନ୍ନୟନ କମିଶନର । ସତ୍ୟବ୍ରତ ସାହୁଙ୍କୁ ରାଜସ୍ୱ ପରିଷଦର ସଦସ୍ୟ ଭାବେ ଦାୟିତ୍ୱ…

ବିଦେଶରେ ହୋଇଥିଲା ଗାନ୍ଧୀ ପରିବାରର ଏହି ସଦସ୍ୟଙ୍କ ବିବାହ, ଜାଣନ୍ତୁ କେଉଁମାନେ ହୋଇଥିଲେ ସାମିଲ

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ପୁଣିଥରେ ଚର୍ଚ୍ଚାରେ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ଏବଂ ବ୍ୟବସାୟୀ ରବର୍ଟ ଭାଡ୍ରାଙ୍କ ପୁଅ ରେହାନ ଭାଡ୍ରାଙ୍କର ବର୍ତ୍ତମାନ ସମୟରେ ଅଭିବା ବେଗ୍‌ଙ୍କ ସହ ନିର୍ବନ୍ଧ ହୋଇଛି । ନିର୍ବନ୍ଧ ପରେ ଏହି ଯୋଡ଼ି ପରିବାର ସଦସ୍ୟମାନଙ୍କ ସହ ରାଜସ୍ଥାନର…

କେମିତି ଦିଆଯାଇଥାଏ ଭାରତ ରତ୍ନ ? ଜାଣନ୍ତୁ କେମିତି ହୋଇଥାଏ ଏହାର ଚୟନ ପ୍ରକ୍ରିୟା

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ। ଏହା ଏକ ଏପରି ପୁରସ୍କାର ଯାହା ସମାଜରେ ଅସାଧାରଣ ଯୋଗଦାନ ଦେଇଥିବା ବ୍ୟକ୍ତିମାନଙ୍କ ପ୍ରତି ରାଷ୍ଟ୍ରର ଗଭୀର କୃତଜ୍ଞତାର ପ୍ରତୀକ। ୧୯୫୪ରେ ଆରମ୍ଭ ହୋଇଥିବା ଭାରତ ରତ୍ନ କେବଳ ରାଜନୀତି କିମ୍ବା ଶାସନ ପର୍ଯ୍ୟନ୍ତ…

୭ ଦିନରେ ରାଜଧାନୀବାସୀ ପିଇଗଲେ ୩୨ କୋଟିର ମଦ

ଭୁବନେଶ୍ବର: ୨୦୨୫ ମସିହାରେ ଖ୍ରୀଷ୍ଟମାସରୁ ଜିରୋ ନାଇଟ୍ ପର୍ଯ୍ୟନ୍ତ ପ୍ରାୟ ଏକ ସପ୍ତାହ ମଧ୍ୟରେ ଭୁବନେଶ୍ୱର ବାସିନ୍ଦା ୩୨ କୋଟି ଟଙ୍କାର ମଦ ପିଇଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟରେ ରାଜଧାନୀର କ୍ଲବ୍, ପବ୍ ଏବଂ ଅଫ-ସପ୍ସରେ ପ୍ରବଳ ଭିଡ଼ ଦେଖିବାକୁ…

ଏମଭି ୨୬ ଗାଁର ହିଂସାକାଣ୍ଡ ଘଟଣା: ୧୦ଟି ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

ଭୁବନେଶ୍ବର: ଡିସେମ୍ବର ୭ ଓ ୮ ତାରିଖରେ ମାଲକାନଗିରି ଜିଲ୍ଲାର ରାଖେଲଗୁଡ଼ା ଏବଂ ଏମଭି ୨୬ଗ୍ରାମରେ ଘଟିଥିବା ହିଂସାକାଣ୍ଡ ଘଟଣା ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତ ୨୯ ତାରିଖରେ ଭୁବନେଶ୍ବର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲାର…

ବରୋଦା-ହାଇଦ୍ରାବାଦ ମ୍ୟାଚରେ ୫ ଶତକ, ଲିଷ୍ଟ ଏ କ୍ରିକେଟରେ ରେକର୍ଡ

ହାଇଦ୍ରାବାଦ: ଚଳିତ ବିଜୟ ହଜାରେ ଟ୍ରଫିରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିିଳିଛି । ଗୁରୁବାର ବରୋଦା ଓ ହାଇଦ୍ରାବାଦ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ମଧ୍ୟ ଏକ ବଡ ରେକର୍ଡ ସୃଷ୍ଟି ହୋଇଛି । ଏହି ମ୍ୟାଚ ଏବେ ରେକର୍ଡ ବୁକରେ ସ୍ଥାନ ପାଇଛି । ହାଇ ସ୍କୋରିଂ…