ସୁସ୍ଥ ହେଲେ ନବୀନ, ଖୁବ୍ ଶୀଘ୍ର ଓଡିଶା ଫେରିବେ
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଆସନ୍ତା ୨-୩ ଦିନ ମଧ୍ୟରେ ସେ ଓଡ଼ିଶା ଫେରିବେ ବୋଲି ଗୁରୁବାର ଦିନ ସୂଚନା ମିଳିଛି।
ଜୁନ୍ ୨୨ ତାରିଖରେ ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ…