Latest Odisha News

BREAKING NEWS

Woman Mason From Odisha: ଭାଙ୍ଗିଲେ ସମାଜର ପ୍ରତିବନ୍ଧକ, ରାଜମିସ୍ତ୍ରୀ ହୋଇ ନାରୀ ସଶକ୍ତିକରଣର ନୂଆ ବାଟ ଖୋଲିଲେ…

ମୟୂରଭଞ୍ଜ: ଏବେ ପ୍ରାୟ ସବୁ କ୍ଷେତ୍ରରେ ତାର ପ୍ରାଧାନ୍ୟ ବିସ୍ତାର କରିସାରିଛି ମହିଳା। ମାଟିରୁ ଆରମ୍ଭ କରି ଆକାଶ ପର୍ଯ୍ୟନ୍ତ ଉଡାଣ ଭରୁଛି। ଆଉ ବାକି ଟିକକ ଯାହା ବାକି ରହିଛି, ସେଥିରେ ବି ନିଜର ପାରିଦର୍ଶିତା ପରୀକ୍ଷା କରୁଛନ୍ତି। ସେହିଭଳି ଆଜୀବନ କ କାହାଣୀ ସାମ୍ନାକୁ ଆସିଛି। ଯେଉଁ…

Weather Update: ୨ ଦିନ ବିଜୁଳି ଘଡଘଡ଼ି ସହ ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି…

ଭୁବନେଶ୍ବର: ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ଆଜିଠୁ ୯ ତାରିଖ ଅର୍ଥାତ୍ ରବିବାର ଓ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଝଡ଼ତୋଫାନ ସମ୍ଭାବନା…

ସରକାରୀ କ୍ୱାଟର୍ସରୁ ଜେଲ୍ ଓ୍ବାର୍ଡରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ସରକାରୀ କ୍ୱାଟର୍ସରୁ ଜେଲ ଓ୍ବାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଓ୍ବାର୍ଡର ଜଣକ ହେଲେ ନୟାଗଡ଼ ଜେଲରେ କାର୍ଯ୍ୟରତ ସାରଥୀ ପ୍ରଧାନ । ଝାରପଡ଼ା ଜେଲ ପରିସରରେ ଥିବା ସରକାରୀ କ୍ୱାଟର୍ସରୁ ତାଙ୍କର ଝୁଲନ୍ତା ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ଲକ୍ଷ୍ମୀସାଗର…

Pak Man Plot To Kill Trump: ଟ୍ରମ୍ପଙ୍କୁ ହତ୍ୟା କରିବାକୁ ହୋଇଥିଲା ଷଡ଼ଯନ୍ତ୍ର!

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତିଙ୍କୁ ମାରିଦେବାକୁ ହୋଇଥିଲା ବଡ଼ ଷଡ଼ଯନ୍ତ୍ର! ପାକିସ୍ତାନ ବ୍ୟକ୍ତି ରଚିଥିଲା ଯୋଜନା ପଛରେ ଥିଲା ଇରାନର ହାତ! ଇରାନ ସହିତ ସମ୍ପର୍କ ଥିବା ଜଣେ ପାକିସ୍ତାନୀ ବ୍ୟକ୍ତିଙ୍କୁ ରିଭୋଲ୍ୟୁସନରୀ ଗାର୍ଡ କମାଣ୍ଡର କାସେମ ସୋଲେମାନିଙ୍କ ଆମେରିକୀୟ ସାମରିକ…

No deal, only unconditional surrender’: ଇରାନକୁ ନଇଁବାକୁ ପଡ଼ିବ, ନହେଲେ ପରିଣାମ ଭୟଙ୍କର ହେବ !

ନୂଆଦିଲ୍ଲୀ: ମଧ୍ୟ-ପ୍ରାଚ୍ୟରେ ଏବେ ମହାଯୁଦ୍ଧର ପରିସ୍ଥିତି । ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇ ଇରାନକୁ ସିଧାସଳଖ ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ଇରାନକୁ ବିନା…

ଏସିଆର ସବୁଠୁ ଧନୀ ମୁକେଶ ଅମ୍ବାନୀ

ମୁମ୍ବାଇ: ଆର୍ଥିକ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଭାରତ ପୁଣିଥରେ ନିଜର ଶକ୍ତି ପ୍ରଦର୍ଶନ କରିଛି । 'ହୁରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟ ୨୦୨୬' ଅନୁଯାୟୀ, ଭାରତ ବିଶ୍ୱରେ ତୃତୀୟ ସ୍ଥାନ ବଜାୟ ରଖିଛି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI…

Socialism vs Nepotism In Bihar Politics: ବିହାର ରାଜନୀତିରେ ‘ପରିବାରବାଦ’

ପାଟନା: ବିହାର ରାଜନୀତିରୁ ଏବେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଏବେ ଶୀର୍ଷରେ । ଯଦିଓ ନିତୀଶ କୁମାର ସବୁବେଳେ ପରିବାରବାଦ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି, କିନ୍ତୁ ବିହାର ଇତିହାସ କହୁଛି…

Dhurandhar 2 Trailer: ଚମକାଇଲା ଧୁରନ୍ଧର ୨ ଟ୍ରେଲର ରିଲିଜ୍, ରକ୍ତାକ୍ତ ଆକ୍ସନ ଥ୍ରିଲରରେ ପରିପୂର୍ଣ୍ଣ

ମୁମ୍ବାଇ: ଅପେକ୍ଷାର ଅନ୍ତ ଘଟିଛି। ଧୁରନ୍ଧର ୨ ର ଟ୍ରେଲର ରିଲିଜ୍ ହୋଇଛି, ଯେଉଁଥିରେ ପୁଣି ଥରେ ରକ୍ତରେ ବୁଡ଼ିଥିବା ପାକିସ୍ତାନୀ ସହର କରାଚୀ, ଲିଆରିକୁ ଦର୍ଶାଯାଇଛି। ଡକାୟତ ରେହମାନର ମୃତ୍ୟୁ ପରେ, ଅରାଜକତା ରାଜୁତି କରୁଛି, ଶବ ଉଚ୍ଚ ଗଦା ହୋଇ ପଡ଼ିଛି। ଟ୍ରେଲରରେ ଉଜୈର ବାଲୋଚଙ୍କ…

ଭିଜିଲାନ୍ସ ଜାଲରେ ଡେରାବିଶ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ୭ଟି ସ୍ଥାନରେ ଏକକାଳୀନ ଚଢାଉ

କେନ୍ଦ୍ରାପଡା: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଛତା ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଡେରାବିଶ ଛତାଛକ ସ୍ଥିତ ଜଳସମ୍ପଦ କାର୍ଯ୍ୟାଳୟରେ ଭିଜିଲାନ୍ସର ଏକ ୫ ଜଣିଆ ଟିମ୍ ଚଢାଉ…

Could Iran War End?: ୧୨ ତାରିଖରେ ଶେଷ ହୋଇଯିବ ମଧ୍ୟପ୍ରାଚ୍ୟ ଯୁଦ୍ଧ?

ନୂଆଦିଲ୍ଲୀ: କ'ଣ ମଧ୍ୟପ୍ରାଚ୍ୟରେ ଫେରିବ ଶାନ୍ତି? ବନ୍ଦ୍ ହେବ ଇରାନ-ଇସ୍ରାଏଲ-ଆମେରିକା ସଂଘର୍ଷ? ସପ୍ତାହେ ଧରି ଚାଲିଛି ଯୁଦ୍ଧ। ଜଳୁଛି ମଧ୍ୟପ୍ରାଚ୍ୟ। ଇରାନ-ଇସ୍ରାଏଲ-ଆମେରିକା ମଧ୍ୟରେ ଥମୁନି ସଂଘର୍ଷ। ହେଲେ ଏବେ ଯୁଦ୍ଧ ବନ୍ଦ୍ ନେଇ ସାମ୍ନାକୁ ଆସିଲା ତାରିଖ! କ'ଣ ସତରେ ଯୁଦ୍ଧରେ…