Latest Odisha News

BREAKING NEWS

କଣ୍ଟେନରରୁ ମିଳିଲା ୧ କୋଟି ଟଙ୍କାର ଗଞ୍ଜେଇ;୨ ଗିରଫ

ସମ୍ବଲପୁର:ବଡ଼ ସଫଳତା ମିଳିଛି ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ । ଟୋଲଗେଟ୍‌ ନିକଟରୁ ଏକ କଣ୍ଟେନରରୁ ପ୍ରାୟ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ । ସ୍ୱତନ୍ତ୍ର ସିକ୍ରେଟ୍‌ ଚାମ୍ବର ତିଆରି କରି ଗଞ୍ଜେଇ…

ରାଜପାଲ୍ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ଜେଲ୍ ଯିବାରୁ ବର୍ତ୍ତିଲେ, କିନ୍ତୁ ରଖିଲେ ଏହି କଡ଼ା ସର୍ତ୍ତ

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା ରାଜପାଲ୍ ଯାଦବଙ୍କୁ ଏକ ପୁରୁଣା ଚେକ୍ ବାଉନ୍ସ ମାମଲାରେ ସୁପ୍ରିମକୋର୍ଟଙ୍କ ଠାରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ଜେଲ୍ ଦଣ୍ଡାଦେଶରୁ ତାଙ୍କୁ ତୁରନ୍ତ ରିହାତି ମିଳିଥିଲେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ସାମ୍ନାରେ ଏକ କଡ଼ା ସର୍ତ୍ତ…

ମେଦବହୁଳତା କମାଇବା ସହ ଦିନସାରା ଶରୀରକୁ ଫୁର୍ତ୍ତି ରଖିବ ‘ବୁଲେଟପ୍ରୁଫ୍ କଫି’, ଏହି ସହଜ ଉପାୟରେ ଘରେ…

ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଫିଟନେସ୍ ସଚେତନତା ମଧ୍ୟରେ 'ବୁଲେଟପ୍ରୁଫ୍ କଫି'ର ଲୋକପ୍ରିୟତା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶେଷ କରି ଓଜନ କମାଇବା ଏବଂ କିଟୋ ଡାଏଟ୍ ଅନୁସରଣ କରୁଥିବା ଲୋକଙ୍କ ପାଇଁ ଏହା ଏକ ଚମତ୍କାର ତଥା ଫଳପ୍ରଦ ପାନୀୟ ପାଲଟିଛି । ସାଧାରଣ କଫି…

ସମୁଦ୍ରରେ ବୁଡ଼ିଲା ମାଲବାହୀ ଜାହାଜ, କୋର୍ଟରେ ପହଞ୍ଚିଲା ମାମଲା: ନ୍ୟାୟ ମାଗିଲା କ୍ଷତିଗ୍ରସ୍ତ ସଂସ୍ଥା

କଟକ: ଓଡ଼ିଶା ଉପକୂଳରେ କିଛି ଦିନ ତଳେ ବୁଡ଼ି ଯାଇଥିବା ବିଶାଳ ମାଲବାହୀ ଜାହାଜ 'ଏମଭି ଓସେନ୍ ୱିନର୍' ଘଟଣା ଏବେ ଏକ ନୂଆ ଆଇନଗତ ମୋଡ଼ ନେଇଛି। ଜାହାଜଟି ସମ୍ପୂର୍ଣ୍ଣ ଭାବେ ସମୁଦ୍ର ଗର୍ଭରେ ଲୀନ ହେବା ଫଳରେ ସମ୍ପୃକ୍ତ କମ୍ପାନୀକୁ ବ୍ୟାପକ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି । ଏହି…

ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ଧରିଲା ଭିଜିଲାନ୍ସ: ୧.୧୫ କୋଟି ଆତ୍ମସାତ୍ ମାମଲାରେ ଜୁନିୟର ଆସିଷ୍ଟାଣ୍ଟ ଗିରଫ

ଭୁବନେଶ୍ୱର: ସରକାରୀ ତହବିଲରୁ ବିପୁଳ ଅର୍ଥ ହଡ଼ପ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଏକ ବଡ଼ ଧରଣର ସଫଳତା ହାସଲ କରିଛି । ସାଧାରଣ ଜନତାଙ୍କ ବିକାଶ ପାଇଁ ଆସିଥିବା ପାଣ୍ଠିରୁ ପ୍ରାୟ ୧ କୋଟି ୧୫ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗରେ ଏକ ସରକାରୀ କାର୍ଯ୍ୟାଳୟର ଜଣେ କନିଷ୍ଠ…

ଆଲୋଚନା ମାଧ୍ୟମରେ ଭାରତ – ବାଂଲାଦେଶ ବିବାଦର ସମାଧାନ କର : ବାଂଲା ରାଷ୍ଟ୍ରପତି

ଢାକା:ବାଂଲାଦେଶ ଓ ଭାରତ ମଧ୍ୟରେ ଥିବା ବିବାଦୀୟ ପ୍ରସଙ୍ଗଗୁଡ଼ିକର ଆଲୋଚନା ମାଧ୍ୟମରେ ଶୀଘ୍ର ସମାଧାନ ପାଇଁ ବାଂଲାଦେଶ ରାଷ୍ଟ୍ରପତି ମିର୍ଜା ଫକରୁଲ ଇସଲାମ ଆଲମଗୀର ଆହ୍ୱାନ ଦେଇଛନ୍ତି। ବଙ୍ଗଭବନଠାରେ ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ହାଇକମିଶନର ଦିନେଶ ତ୍ରିବେଦୀ ରାଷ୍ଟ୍ରପତିଙ୍କ ସହ…

ଏସୀୟ କ୍ରୀଡ଼ା ୨୦୨୬: ପୁଣି ନୀଳ ଜର୍ସି ପିନ୍ଧି ଓହ୍ଲାଇବ ଭାରତୀୟ ହକି ଦଳ

ନୂଆଦିଲ୍ଲୀ:ପାନର ଆଇଚି-ନାଗୋୟାଠାରେ ଅନୁଷ୍ଠିତ ହେବାକୁ ଥିବା ୨୦ତମ ଏସୀୟ କ୍ରୀଡ଼ାରେ ଭାରତୀୟ ହକି ଦଳ (ପୁରୁଷ ଓ ମହିଳା) ପୁଣି ଥରେ ନିଜର ପାରମ୍ପରିକ ନୀଳ ଜର୍ସି ପିନ୍ଧି ଖେଳିବ । ନିକଟରେ ନେଦରଲ୍ୟାଣ୍ଡସ ଓ ବେଲଜିୟମରେ ଅନୁଷ୍ଠିତ ବିଶ୍ୱକପ୍‌ରେ ଭାରତୀୟ ଦଳ କମଳା ରଙ୍ଗର ଜର୍ସି…

ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବନି ଶ୍ରୀମନ୍ଦିରର ନାଁ: ଆଉ ୩ଟି ପରିଚୟ ଉପରେ ଟ୍ରେଡମାର୍କ ମୋହର

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପୁରୀ ଶ୍ରୀମନ୍ଦିର ସହ ଜଡ଼ିତ ପବିତ୍ର ନାମ ତଥା ପରିଚୟଗୁଡ଼ିକୁ ବ୍ୟବସାୟିକ ଅପବ୍ୟବହାରରୁ ରକ୍ଷା କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ଐତିହାସିକ ପଦକ୍ଷେପକୁ ଆଉ ଏକ ବଡ଼ ସଫଳତା ମିଳିଛି। ଶ୍ରୀଜୀଉଙ୍କ ସହ ନିବିଡ଼…

ବେକାର ଯୁବକଙ୍କୁ ମୋହରା କରି ଖୋଲିଥିଲେ ୨୫ ବ୍ୟାଙ୍କ ଆକାଉଣ୍ଟ: ରାଜଧାନୀରେ ମ୍ୟୁଲ୍ ଆକାଉଣ୍ଟ୍ ନେଟୱାର୍କର ପର୍ଦ୍ଦାଫାଶ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ ଧରଣର ସାଇବର ଠକେଇ ନେଟୱାର୍କ ତଥା 'ମ୍ୟୁଲ୍ ଆକାଉଣ୍ଟ୍' ରାକେଟର ପର୍ଦ୍ଦାଫାଶ କରିଛି ସାଇବର ପୋଲିସ । ସାଇବର ଅପରାଧୀଙ୍କ ଠକେଇ ଟଙ୍କା କାରବାର ପାଇଁ ବେଆଇନ ବ୍ୟାଙ୍କ ଆକାଉଣ୍ଟ (ମ୍ୟୁଲ୍ ଆକାଉଣ୍ଟ) ଯୋଗାଉଥିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ…

ନୂଆ ସ୍ପନଶର ଡିଲରେ ବିସିସିଆଇ ମାଲାମାଲ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଘରୋଇ ଆନ୍ତର୍ଜାତୀୟ ମ୍ୟାଚ୍‌ଗୁଡ଼ିକ ପାଇଁ କ୍ୟାମ୍ପା କୋଲା , ଏସ୍‌ବିଆଇ ଲାଇଫ୍  ଏବଂ ଚାଟ୍‌ଜିପିଟି କୁ ନୂଆ ଆସୋସିଏଟ୍ ପାର୍ଟନର ଭାବେ ଚୟନ କରିଛି । ଏହି ଚୁକ୍ତି ମାର୍ଚ୍ଚ ୨୦୨୮ ପର‌୍ୟ୍ୟନ୍ତ ବଳବତ୍ତର…