Hilsa Fish: ପୂଜା ପୂର୍ବରୁ ଇଲିଶି ବଜାରକୁ ଝଟକା! ବାଂଲାଦେଶ ବନ୍ଦ କଲା ଆମଦାନୀ, ଏଥର ଭାରତକୁ ଆସିବନି ପଦ୍ମା ଇଲିଶି?
ନୂଆଦିଲ୍ଲୀ: ଦୁର୍ଗାପୂଜା ପୂର୍ବରୁ ଇଲିଶି ପ୍ରେମୀଙ୍କ ପାଇଁ ବଢ଼ିଲା ଚିନ୍ତା। ଭାରତକୁ ଇଲିଶି ପଠାଇବା ନେଇ ବାଂଲାଦେଶ ସରକାର ଏପର୍ଯ୍ୟନ୍ତ ଅନୁମତି ଦେଇନଥିବା ବେଳେ, ଏବେ ଭାରତ ଓ ମିଆଁମାରରୁ ଇଲିଶି ଆମଦାନୀ ମଧ୍ୟ ବନ୍ଦ କରିଦେଇଛି। ବାଂଲାଦେଶ ମତ୍ସ୍ୟ ବିଭାଗ ୧୦୩ ଜଣ ମାଛ ଆମଦାନୀକାରୀଙ୍କୁ…