Latest Odisha News

BREAKING NEWS

କେକ୍ କାଟି ଲାଲକୃଷ୍ଣ ଆଡଭାନୀଙ୍କର ଜନ୍ମଦିନ ପାଳିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୯୨ ବର୍ଷରେ ପାଦ ଥାପିଛନ୍ତି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ଆଜି ତାଙ୍କୁ ଭେଟି ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ବାସଭବରେ ପୁଷ୍ପଗୁଚ୍ଛ ଦେଇ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ନେଇଥିଲେ ।…

କରଣ ଜୋହର୍‌ଙ୍କ ବହି ପଢିବାରେ ବ୍ୟସ୍ତ ଆବ୍ରାହମ୍‌; ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: କରଣ ଜୋହର ନିକଟରେ ପିଲାମାନଙ୍କ ଉପରେ ଆଧାରିତ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। 'ଦ ବିଗ୍ ଥଟ୍ ଅଫ୍ ଲିଟିଲ୍ ଲଭ୍' ନାମକ ଏହି ପୁସ୍ତକ ତାଙ୍କ ପିଲାମାନଙ୍କୁ ଅର୍ଥାତ୍‌ ୟଶ ଏବଂ ରୁହିଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଛି। ଏହି ପୁସ୍ତକ ଏବେ ବେଶ୍‌ ଚର୍ଚ୍ଚା ମଧ୍ୟ ସାଉଁଟିଛି। କରଣ ଜୋହର…

ଟ୍ରକ ପଛରେ ପିଟି ହେଲା ସ୍କୁଟି: ଜଣେ ଭଉଣୀ ମୃତ ଓ ଜଣେ ଗୁରୁତର

ଯାଜପୁର: ସ୍କୁଟିରେ ଟିଉସନ ଯାଉଥିଲେ ଦୁଇ ଉଉଣୀ । ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।  ଯାଜପୁର ଜିଲ୍ଲା ଦେଇ ଯାଇଥବା ୧୬ ନମ୍ୱର ଜାତୀୟ ରାଜପଥର ରଥିଆ ଛକ ନିକଟରେ ଏଭଳି…

ଫିଲ୍ମ ‘ଜର୍ସି’ ପାଇଁ କ୍ରିକେଟ୍‌ ମଇଦାନରେ ସାହିଦ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସାହିଦ କପୁର ଆଜିକାଲି 'ଜର୍ସି' ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସାହିଦ୍‌ ଜଣେ କ୍ରିକେଟର ଭୂମିକାରେ ନଜର ଆସିବେ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ସାହିଦ କପୁର ତାଙ୍କର ପ୍ରତ୍ୟେକ ଚରିତ୍ରକୁ ନିଖୁଣ ଭାବେ ଅଭିନୟ କରନ୍ତି। ତାଙ୍କର ଅଭିନୟ…

ବାଇଡେନ୍ ଓ କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଲେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ ଯୋଗେ ଅଭିନନ୍ଦନ ଜଣାଇଛନ୍ତି । ଭାରତର ରାଷ୍ଟ୍ରପତି…

ଆଇଓସିଏଲ୍ ଭଦ୍ରକରେ ପ୍ରତିଷ୍ଠା କରିବ ‘ଟେକ୍ସଟାଇଲ୍ ପାର୍କ’

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିସନ ପୂର୍ବୋଦୟକୁ ସଫଳ କରିବା ପାଇଁ ପୂର୍ବ ଭାରତର ବିକାଶ ଉପରେ ପ୍ରାଧାନ୍ୟ ଦେଇଆସିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶାରେ ପ୍ରାକୃତିକ ସମ୍ପଦ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ସୁଯୋଗ ରହିଥିଲେ ମଧ୍ୟ, ଏହା କେତେକ କ୍ଷେତ୍ରରେ ପୂର୍ବ…

ଦେଶରେ ୮୫ ଲକ୍ଷ ଟପିଲା କରୋନା କେସ୍, ୨୪ ଘଣ୍ଟାରେ ୪୫ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଗତକାଲି ଅପେକ୍ଷା ଦେଶରେ କମିଛି ସଂକ୍ରମଣ । ସୁସ୍ଥ ହୋଇଛନ୍ତି ଅଧିକ । ପୁଣି ୫୦ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୫ ହଜାର ୬୭୪ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ଲକ୍ଷ ୭ ହଜାର ୭୫୪କୁ ବୃଦ୍ଧି ପାଇଛି ।…

ଆଜି ଭାରତ ପାଇଁ ଏକ ଐତିହାସିକ ଦିନ; ବିମୁଦ୍ରୀକରଣକୁ ପୂରିଲା ୪ ବର୍ଷ

ନୂଆଦିଲ୍ଲୀ: ୨୦୧୬ ମସିହା ନଭେମ୍ବର ମାସ ୮ ତାରିଖ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତି ୮ଟାରେ ଦୂରଦର୍ଶନରେ ଭାଷଣ ଦେଲାବେଳେ ରାତି ୧୨ଟାରୁ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିଦେଇଥିଲେ। ଫଳରେ ସେତେବେଳେ…

ରାଜ୍ୟରେ ବଢିଲାଣି ଜାଡ଼, ୧୫ ଡିଗ୍ରୀ ତଳେ ୧୧ ସହରର ପାରଦ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ । ବଢୁଛି ଜାଡ଼ । ବିଭିନ୍ନ ଜିଲ୍ଲାରେ ଶୀତ ଅନୁଭୂତ ହେଲାଣି । ରାଜ୍ୟର ୧୧ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି । ସୋନପୁରରେ ୧୦ ଡିଗ୍ରୀ ତଳକୁ ଖସିଲା ପାରଦ । ୯.୬ ଡିଗ୍ରୀ ସେଲସିୟସ ସହ ସୋନପୁରରେ ରାଜ୍ୟର ସବୁଠୁ ଥଣ୍ଡା ସହର…

ବାଇଡେନଙ୍କ ବିଜୟ ପରେ ବି ହାର ମାନୁ ନାହାନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ୱାଶିଂଟନ୍: ବାଇଡେନ୍ ବିଜୟ ପରେ ବି ହାର ମାନି ନାହାନ୍ତି ଡୋନାଲ୍ଡ ଟ୍ରମ୍ପ । ବ୍ୟାପକ ଠକେଇ ଅଭିଯୋଗ କରି ନିର୍ବାଚନ ପ୍ରକ୍ରିୟାରେ ନିଜର ବିଜୟ ଦାବି କରୁଛନ୍ତି । ଟ୍ରମ୍ପ ଟ୍ୱିଟ୍ କରି କହିଛନ୍ତି, 'ସୁପରଭାଇଜରମାନଙ୍କୁ ଗଣନା କକ୍ଷରେ ପ୍ରବେଶ କରିବାକୁ ଅନୁମତି ନାହିଁ । ସେ ୭କୋଟି ୧୦…