୨୦୨୧ରୁ ଜେଇଇ ମେନ୍ ପରୀକ୍ଷାରେ ସ୍ଥାନ ପାଇବ ଓଡିଆ ଭାଷା !
ଭୁବନେଶ୍ୱର: ଜେଇଇ ମେନ୍ ପରୀକ୍ଷାରେ ଓଡିଆ ଭାଷା ସାମିଲ କରିବା ଲାଗି କେନ୍ଦ୍ର ପକ୍ଷରୁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ)କୁ ନିର୍ଦ୍ଦେଶ ଦିଆଯାଇଛି । ଯାହା ୨୦୨୧ ମସିହାରୁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ‘ଜେଇଇ ମେନ୍’ରେ ଲାଗୁ କରାଯିବ ।
ଏହି ନିର୍ଣ୍ଣୟ ଫଳରେ ଓଡିଶାର ପ୍ରାୟ…