୧୨ ବର୍ଷ ବୟସରେ ୨୩୮ ପୃଷ୍ଠାର ଉପନ୍ୟାସ ଲେଖିଦେଲେ ଜୟବୀର
ଚଣ୍ଡୀଗଡ: ୧୨ ବର୍ଷ ବୟସରେ ଚଣ୍ଡୀଗଡ ଜୟବୀର ୨୩୮ ପୃଷ୍ଠାର ଉପନ୍ୟାସକୁ ଲେଖି ଚର୍ଚ୍ଚାକୁ ଆସିଛନ୍ତି । ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜୟବୀରଙ୍କ ଉପନ୍ୟାସର ନାମ ହେଲା ଦି ଡବଲ ଫୋର୍ସ ଆଣ୍ଡ ଦି ଫଲେନ କିଙ୍ଗଡମ । ପ୍ରତ୍ୟେକ ଚାପ୍ଟର ଲେଖିବା ପରେ ସେ ତ୍ରୁଟି ସୁଧାରିବା ପାଇଁ ପରିବାର ଏବଂ ସାଙ୍ଗଙ୍କ…