Latest Odisha News

BREAKING NEWS

ପାରାଦ୍ଵୀପରେ ଆମ୍ବୁଲାନ୍ସ ସେବା

ପାରାଦ୍ଵୀପ:ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ସଙ୍କଟ ଜଣକ ରହିଛି । ଦିନକୁ ଦିନ ସ୍ଥିତି ବିଗିଦିବାରେ ଲାଗିଛି । ପାରାଦ୍ଵୀପ ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ପଡିବା ସହିତ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ନେଇ ପାରାଦ୍ଵୀପ-ଏରସମା ଇଣ୍ଡଷ୍ଟ୍ରିଆଲ ଓ୍ବାର୍କର୍ସ…

ମିଲାଗ୍ରୋର ପ୍ରତିଷ୍ଠାତା ରାଜୀବ କରୱାଲଙ୍କ ପରଲୋକ

ନୂଆଦିଲ୍ଲୀ: ମିଲାଗ୍ରୋ ରୋବଟ୍ସର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ରାଜୀବ କରୱାଲଙ୍କ ପରଲୋକ। କରୋନାରେ ରାଜୀବଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରାୟ ଏକ ସପ୍ତାହ ଭେଣ୍ଟିଲେଟରରେ ରହିବା ପରେ ବୁଧବାର ସକାଳେ ରାଜୀବଙ୍କ ଦେହାନ୍ତ ହୋଇଛି। ଭାରତୀୟ ଇଲେକ୍ଟ୍ରୋନିକ୍ସ ଏବଂ…

ଟିମ୍ ଇଣ୍ଡିଆକୁ ବିସିସିଆଇର କଡ଼ା ଚେତାବନୀ

ଦିଲ୍ଲୀ:ଟିମ୍ ଇଣ୍ଡିଆକୁ ବିସିସିଆଇର କଡ଼ା ଚେତାବନୀ । ଯଦି କରୋନା ପଜିଟିଭ ବାହାରିବ ତେବେ ଜୁନ୍ ୨ରେ ଥିବା ଇଂଲଣ୍ଡ ଗସ୍ତରୁ ବିଦା ହୋଇଯିବ । ଦିନକୁ ଦିନ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ସବୁଥିରେ ଲାଗିଛି ରୋକ୍ । ଆଉ ଏନେଇ ବିସିସିଆଇ ପକ୍ଷରୁ ମଧ୍ୟ କଡା ପଦକ୍ଷେପ ନିଆଯାଇଛି । ଖେଳାଳି…

କରୋନାରେ ପୂର୍ବତନ ଟେବୁଲ୍ ଟେନିସ୍ ଚାମ୍ପିଅନ୍ ଭି ଚନ୍ଦ୍ରଶେଖରଙ୍କ ପରଲୋକ

ଚେନ୍ନାଇ: ଜାତୀୟ ଟେବୁଲ୍ ଟେନିସ୍ ଚାମ୍ପିଅନ୍ ତଥା ପୂର୍ବତନ ଅନ୍ତର୍ଜାତୀୟ ପ୍ୟାଡଲର ଭି ଚନ୍ଦ୍ରଶେଖରଙ୍କ କରୋନାରେ ଦେହାନ୍ତ ହୋଇଛି। ସେ ୩ଥର ଜାତୀୟ ଟେବୁଲ୍ ଟେନିସ୍ ଚାମ୍ପିଅନ୍ ହୋଇଥିଲେ। ସେ କରୋନା ସଂକ୍ରମିତ ହେବା ପରେ ଏବଂ ତାଙ୍କୁ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…

୨୦ ଦିନରେ ୩୪ ଅଧ୍ୟାପକ ମୃତ

ଜୟପୁର: ଦିନକୁ ଦିନ ସଂକ୍ରମଣ ଚିନ୍ତା ବଢ଼ାଉଛି । କରୋନାର ମାରାତ୍ମକ ଦ୍ୱିତୀୟ ଲହର ଦେଶରେ ଆତଙ୍କ ସୃଷ୍ଟି କରିଛି । ପ୍ରତିଦିନ ଅନେକ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଦାହ ସଂସ୍କାର ପାଇଁ ଜାଗାର ଅଭାବ ରହିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ଉତ୍ତରପ୍ରଦେଶର ଆଲିଗଡ ମୁସଲିମ…

ସରକାରୀ ମହିଳା ମହାବିଦ୍ୟାଳୟ ପାଲଟିଲା କୋଭିଡ୍ କେୟାର ସେଣ୍ଟର

ପୁରୀ: ଆଜିଠୁ ପୁରୀ ବାସିନ୍ଦାଙ୍କୁ ମିଳିବ ନୂତନ ଭାବେ ପ୍ରସ୍ତୁତ ହୋଇଥିବା କୋଭିଡ୍ କେୟାର ସେଣ୍ଟରରେ ସେବାସୁବିଧା । ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର୍ ଉଦଘାଟିତ ହୋଇଯାଇଛି । ୪୦ଟି ବି-ଟାଇପ୍ ଅକ୍ସିିଜେନ୍ ଓ ଅକ୍ସିଜେନ୍…

ଆସାମରେ ଲାଗିଲା କଡ଼ା କଟକଣା; ଆସନ୍ତା ୧୫ ଦିନ ଯାଏ ସହରାଞ୍ଚଳରେ ସମସ୍ତ କାର୍ଯ୍ୟାଳୟ ବନ୍ଦ

ଆସାମ: ରାଜ୍ୟରେ କୋଭିଡ୍‌ ମାମଲା ବୃଦ୍ଧି ପାଉଥିବା ବେଳେ ଆସାମ ସରକାର ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ବୁଧବାର ଏକ ନୂଆ ଏବଂ କଠୋର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଆସାମ ମୁଖ୍ୟ ସଚିବଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟାଳୟ, ଧାର୍ମିକ ସ୍ଥାନ ଏବଂ…

କରୋନାରେ ପ୍ରାଣ ହରାଇଲେ ଯୁବ ଇଂଜିନିୟର

ବ୍ରହ୍ମପୁର: ମହାମାରୀ କରୋନାର ଦ୍ବିତୀୟ ତରଙ୍ଗ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣି। ମଙ୍ଗଳବାର ରାତିରେ ଯୁବ ଇଂଜିନିୟର ଟି. ଲୋକେଶ୍ୱର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ କରୋନାରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୦ ବର୍ଷ ହୋଇଥିଲା। ସେ ଗଜପତି…

ପୁରୀର ଏହି ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ପୁରୀ: କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ବୁଧବାର ଦିନ କଣାସ ଗ୍ରାମ ଏବଂ ସଂଲଗ୍ନ ବଜାର ଅଞ୍ଚଳକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି। କଣାସ ବିଡିଏ ଲୋଚାନ ଦାସଙ୍କ ଅନୁଯାୟୀ, କଣାସ ବ୍ଲକର ୪୦୦ ରୁ ଅଧିକ ଲୋକ କରୋନା ସଂକ୍ରମିତ ହେବା…

ବିଏମସି ଭବାନୀ ମଲ୍‌ରେ ଡ୍ରାଇଭ୍‌ ଇନ୍‌ କୋଭିଡ୍‌ ଟେଷ୍ଟ ଆରମ୍ଭ

ଭୁବନେଶ୍ୱର: ବିଏମସି ବୁଧବାର ସହିଦ ନଗରର ବିଏମସି ଭବାନୀ ମଲ୍‌ରେ ଥିବା ପାର୍କିଂ ସ୍ଥାନରେ ଡ୍ରାଇଭ-ଇନ୍ କୋଭିଡ୍‌ ଟେଷ୍ଟ ଆରମ୍ଭ କରିଛି। ସକାଳ ୮.୩୦ ରୁ ୧୨.୩୦ ମଧ୍ୟରେ ଉଭୟ ଆରଟିଓ- ପିସିଆର୍‌ ଏବଂ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି ବୋଲି ବିଏମସି ଟୁଇଟ୍‌ କରି କହିଛି। ଏହି…