ଅବସର ନେବେ କି ନାହିଁ ସ୍ପଷ୍ଟ କଲେ ସାମୀ
ନୂଆଦିଲ୍ଲୀ: ମହମ୍ମଦ ସାମୀ ଖୁବ ଶୀଘ୍ର ଅବସର ନେଉଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା । ତେବେ ଏହି ଖବର ନେଇ ୩୪ ବର୍ଷୀୟ ସାମୀ ମୁହଁ ଖୋଲିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ମୁଁ ଏବେ ଅବସର ନେଉ ନାହିଁ । କ୍ରିକେଟ ପ୍ରତି ମୋର ପାଗଳାମୀ କମି ନାହିଁ । ଦିନିକିଆ ବିଶ୍ୱକପ ଜିତିବା…