Opium Cultivation Destroy: ୧୦ କୋଟିରୁ ଅଧିକ ମୂଲ୍ୟର ଅଫିମ ଗଛ ନଷ୍ଟ, ୧୪ କେଜିରୁ ଅଧିକ ଫୁଲ ଜବତ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଞ୍ଚଳରେ ୨୦୨୮୦ ଅଫିମ ଗଛ ନଷ୍ଟ କରାଯାଇଛି । ଏଥିସହ ୧୪ କେଜିରୁ ଅଧିକ ଅଫିମ ଫୁଲ ଜବତ କରାଯାଇଛି । ଏ ସବୁର ମୂଲ୍ୟ ପ୍ରାୟ ୧୦ କୋଟିରୁ ଅଧିକ ହେବ ବୋଲି ବିଭାଗ ଆକଳନ କରିଛି । ଗିରଫ ଅଭିଯୁକ୍ତ ହେଲେ ରାଇଘର ବ୍ଲକ ତାଳପଦରର ନନ୍ଦକିଶୋର ସାହୁ(୪୯)…