Latest Odisha News

BREAKING NEWS

ଏବର୍ଷ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ସିଲାବସ୍ ୩୦% କମିବ

ଭୁବନେଶ୍ୱର: ଶିକ୍ଷା ଉପରେ ପ୍ରହାର ପକାଇଛି କରୋନା । ସ୍କୁଲ ବନ୍ଦ ରହିଛି । କ୍ଲାସରୁମରେ ପାଠପଢ଼ା ହେଉନି । ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ନବମ ଓ ଦଶମ ଶ୍ରେଣୀ ସିଲାବସ୍ ୩୦ ପ୍ରତିଶତ ହ୍ରାସ କରିଛନ୍ତି ସରକାର । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମହାମାରୀ…

ଡେଲ୍‌ଟା ଭାରିଆଣ୍ଟ ବିରୁଦ୍ଧରେ ଆଷ୍ଟ୍ରାଜେନେକା ଟିକା ଅଧିକ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଭାରତ‌ରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ୍‌ ଡେଲ୍‌ଟା ଏବଂ କାପ୍ପା ବିରୁଦ୍ଧରେ ଆଷ୍ଟ୍ରାଜେନେକା ଟିକା ପ୍ରଭାବଶାଳୀ ବୋଲି କମ୍ପାନି ଦାବି କରିଛି। ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ରକ୍ତରୁ  ମୋନୋକ୍ଲୋନାଲ…

ଡବ୍ଲୁୃଟିସି ଫାଇନାଲ: ଏବେ ବି ଭାରତ ପ୍ରତି ବିପଦ ଟଳିନି

ସାଉଥାମ୍ପଟନ:ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ବିପକ୍ଷରେ ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ମ୍ୟାଚ ରୋମାଂଚକ ସ୍ଥିତିକୁ ଆସି ଯାଇଛ । ରିଜର୍ଭ ଡେରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ସମୀକ୍ଷକଙ୍କ ମତରେ ଏବେ ବି ଭାରତ…

କାହିଁକି ଅକ୍ଷୟଙ୍କ ସହ ଏକାଠି ଅଭିନୟ କରିବାକୁ ପସନ୍ଦ କରନ୍ତିନି ଶାହାରୁଖ୍‌?

ମୁମ୍ବାଇ: ୯୦ ଦଶକରେ ବଲିଉଡ୍‌ ଜଗତର ଲୋକପ୍ରିୟ କଳାକାରଙ୍କ ମଧ୍ୟରେ ଶାହାରୁଖ୍‌ ଖାନ୍‌ ଏବଂ ଅକ୍ଷୟ କୁମାର ବେଶ୍‌ ପରିଚିତ ନାଁ ଥିଲେ। ଦୁହେଁ ଅନେକ ସୁପର୍‌ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ହେଲେ କେବଳ ଗୋଟିଏ ଫିଲ୍ମକୁ ଛାଡିଦେଲେ ଏକାଠି ଅଭିନୟ କରିନାହାନ୍ତି ଉଭୟ କଳାକାର।…

ଦେଶରେ ୪୦ଟି ନୂଆ ଡେଲଟା ପ୍ଲସ୍ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୪୦ଟି ନୂଆ ଡେଲଟା ପ୍ଲସ୍ ମାମଲା ରିପୋର୍ଟ ହୋଇଛି। ଯାହାକୁ ସରକାରଙ୍କ ଦ୍ୱାରା “ଭାରିଆଣ୍ଟ ଅଫ୍ କନନ୍‌ସର୍ନ” ଭାବେ ଟ୍ୟାଗ୍ କରାଯାଇଛି। ଗତକାଲି ଡେଲଟା ପ୍ଲସ୍ ମାମଲାରେ ବୃଦ୍ଧି ଯୋଗୁ ସରକାର ମହାରାଷ୍ଟ୍ର, କେରଳ ଏବଂ ମଧ୍ୟପ୍ରଦେଶକୁ ଚେତାବନୀ ଦେଇଛନ୍ତି।…

ଦେଶରେ ୩ କୋଟି ପାର କଲା କରୋନା ସଂକ୍ରମଣ, ସୁସ୍ଥ ହେଲେଣି ୯୬%

ନୂଆଦିଲ୍ଲୀ: ଦେଶରେ କମୁଛି କରୋନାର ଦୈନିକ ସଂକ୍ରମଣ । ଆକ୍ଟିଭ୍ କେସ୍ ଦ୍ରୁତ ଖସୁଛି । ଆଜି ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ପାର କରିଛି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୫୦ହଜାର ୮୪୮ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୨୮ହଜାର ୭୦୯କୁ ବୃଦ୍ଧି…

କରୋନାର ଡେଲଟା ପ୍ଲସ ଭାରିଆଣ୍ଟ ମଧ୍ୟପ୍ରଦେଶରୁ ନେଲଣି ୪ ଜୀବନ

ଭୋପାଳ: କରୋନା ସେକେଣ୍ଡ ଓ୍ୱେଭ୍ ସରି ସରି ଆସୁଥିବା ବେଳେ ଡେଲଟା ଭାରିଆଣ୍ଟ ଟେନସନ୍ ସରିନି । ଚିନ୍ତା ବଢ଼ାଇଲାଣି ଡେଲଟା ଭାରିଆଣ୍ଟର ନୂଆ ମ୍ୟୁଟେସନ୍ ଡେଲଟା ପ୍ଲସ୍ ଭାରିଆଣ୍ଟ । ମଧ୍ୟପ୍ରଦେଶ ଶିବପୁରୀରେ ଡେଲଟ୍ ପ୍ଲସ୍ ଭାରିଆଣ୍ଟ ଯୋଗୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।…

କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍: ଆଜି ଓଡ଼ିଶାରେ ୪୬ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗି ପାରୁନି । କାଲି କମିବା ପରେ ଆଜି ପୁଣି ଥରେ ବଢ଼ିଛି । ୨୪ ଘଣ୍ଟାରେ ରାଜ୍ୟରୁ କରୋନା ନେଇଛି ଆଉ ୪୬ ଆକ୍ରାନ୍ତଙ୍କ ଜୀବନ । ଗତକାଲି ଏହି ସଂଖ୍ୟା ଥିଲା ୩୮ । ଆଜି ୧୫ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ…

କାଲି କମିଥିଲା, ଆଜି ବଢ଼ିଲା: ଆଜି ରାଜ୍ୟରୁ ୩୪୫୬ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: କାଲି ୩ ହଜାର ତଳକୁ ହ୍ରାସ ପାଇଥିଲା କରୋନା ସଂକ୍ରମଣ । ଆଜି ପୁଣି ଥରେ ତିନି ହଜାର ପାର କରିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ହଜାର ୪୫୬ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୯ଶହ ୭୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪ଶହ ୮୩ । ଖୋର୍ଦ୍ଧାରୁ ସର୍ବାଧିକ ୪୯୯…

ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର: ସୋର ଉପକାରାଗାରେ ଜଣେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ତାଙ୍କ ନାଁ କମଳାକାନ୍ତ ବାରିକ । ତାଙ୍କ ଶରୀରରେ କ୍ଷତ ଚିହ୍ନ ରହିଛି । ଗତକାଲି ବିଳମ୍ବିତ ରାତିରେ କମଳାକାନ୍ତଙ୍କୁ ସୋର ହସ୍ପିଟାଲ ଆଣିଥିଲେ ଜେଲ୍ କର୍ତ୍ତୃପକ୍ଷ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା…