ଶ୍ରୀମନ୍ଦିରର ଆଉ ଜଣେ ସେବାୟତ କରୋନା ପଜିଟିଭ
ପୁରୀ: ପୁରୀ ଶ୍ରୀମନ୍ଦିରର ଆଉ ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ସେ ଉତ୍ତରପ୍ରଦେଶର କୁମ୍ଭମେଳାରୁ ଫେରିଥିବା ୩୨ ଜଣଙ୍କ ମଧ୍ୟରେ ଥିଲେ ବୋଲି ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ସୂଚନା ଦେଇଛନ୍ତି।
କୁମାର କହିଛନ୍ତି, ସେବାୟତ ବର୍ତ୍ତମାନ…