Latest Odisha News

BREAKING NEWS

ନାବାଳିକାକୁ ୨ ମହଲା ଉପରୁ ଫିଙ୍ଗିଦେଲେ

ମଥୁରା(ୟୁପି):ଉତ୍ତର ପ୍ରଦେଶ ମଥୁରାରେ ଜଣେ ୧୭ ବର୍ଷୀୟ ନାବାଳିକାକୁ ୨ମହଲା ଛାତ ଉପରୁ ଫିଙ୍ଗିଦେଇଛନ୍ତି। ଛାତ ଉପରୁ ଫିଙ୍ଗିବାର ଭିଜୁଆଲ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ସମ୍ପୃକ୍ତ ନାବାଳିକା ମଥୁରା ହସପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।…

ବେଆଇନ କାଠ ଚୋରା ଚାଲାଣ

ସଇଁତଳା: ଜଙ୍ଗଲରୁ ବେଆଇନ କାଠ ଚୋରା ଚାଲାଣ ବେଳେ ଧରାପଡ଼ିଲା ଗାଡି । ଅଭିଯୁକ୍ତ ଫେରାର । କିଛି ଦିନ ହେଲା ବଲାଙ୍ଗିରରେ ଚୋରା କାଠ ଚାଲାଣ ହେଉଥିଲା । ଜଙ୍ଗଲରୁ ବେଆଇନ୍ କାଠ ଚାଲାଣ ବେଳେ ସଇଁତଳା ବନ ବିଭାଗ ହାତରେ ଧରା ପଡିଛନ୍ତି ଅଭିଯୁକ୍ତ। ସଇଁତଲା ରେଞ୍ଜ ସ୍ଥିତ କରମତଳା ସେକସନ ଅଞ୍ଚଳରେ…

ଟିଟୋର ଦୁଇ ସହଯୋଗୀ ଗିରଫ

କେନ୍ଦ୍ରାପଡା: ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ଟିଟୋର ଦୁଇ ସହଯୋଗୀ ଗିରଫ । ଦୁଇଜଣକୁ ଉଠାଇନେଲା ଏସଟିଏଫ । ଗ୍ୟାଙ୍ଗଷ୍ଟାର ଟିଟୋର ଦୁଇ ସହଯୋଗୀ ତାର ସମ୍ପର୍କୀୟ ଦାଦା ପୁଅ ଭାଇ ବୋଲି ଜଣାପଡିଛି । ଏମାନେ ୨୦୧୮ରେ ୩୬ ଗୁଣ୍ଠ ଜମି ଜବରଦଖଲ କରିଥିବା ଘଟଣା ନେଇ ଚର୍ଚ୍ଚାକୁ ଆସିଥିଲେ । ତା ସହିତ…

ଆଇସିୟୁରେ ରୋଗୀଙ୍କ ଆଖିକୁ କାମୁଡ଼ିଲା ମୂଷା

ମୁମ୍ବାଇ: ମୁମ୍ବାଇର ଏକ ସରକାରୀ ଡାକ୍ତରଖାନା ରାଜଓ୍ଵାଡି ହସପିଟାଲରେ ଅଭାବନୀୟ ଘଟଣା ଘଟିଛି। ଜଣେ ରୋଗୀଙ୍କ ଆଖିକୁ ଆଇସିୟୁରେ ଥିବା ମୂଷା କାମୁଡ଼ିଦେବାରୁ ସେ ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ସୃଷ୍ଟି ହୋଇଛି। ଶ୍ରୀନିବାସ ନଗେଶ ୟାଲପା ନାମକ ଜଣେ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ…

୨ କୋଟି ଟଙ୍କା ଜୋରିମାନା ଦେବେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡା ଦେବେ ୨ କୋଟି ଟଙ୍କା ଜୋରିମାନା। ଏମିତି ଏକ ନିର୍ଦ୍ଦେଶ ଶୁଣାଇଛନ୍ତି ବେଙ୍ଗାଲୁରୁର ଏକ କୋର୍ଟ। ୧୦ ବର୍ଷ ପୂର୍ବେ ଏକ ଟେଲିଭିଜନ ସାକ୍ଷାତକାରରେ ନନ୍ଦି ଇନଫ୍ରାଷ୍ଟକଚର କୋରିଡର ଏଣ୍ଟରପ୍ରାଇଜେସ ବିରୋଧରେ ଆପତ୍ତିଜନକ…

ଚୋକସି, ମାଲ୍ୟା ଓ ମୋଦୀ ଠକେଇ ମାମଲା: ବ୍ୟାଙ୍କ ଫେରସ୍ତ ପାଇଛନ୍ତି ୯ ହଜାର କୋଟି

-ମୋଟ୍ ୧୮ହଜାର କୋଟିର ସମ୍ପତ୍ତି ଜବତ କରିଛି ଇଡି ନୂଆଦିଲ୍ଲୀ: ନିରବ ମୋଦୀ, ବିଜୟ ମାଲ୍ୟା ଓ ମେହୁଲ ଚୋକସିଙ୍କ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୋଟ ୧୮,୧୭୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଠକେଇର ଶିକାର ହୋଇଥିବା ରାଷ୍ଟ୍ରାୟତ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କୁ ୯୩୭୧.୧୭…

ଟିକା ନ ନେଲେ ମିଳିବନି ଦରମା

ନୂଆଦିଲ୍ଲୀ: କରୋନା ବିରୋଧରେ ଶତପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ କରିବାକୁ ମଧ୍ୟପ୍ରଦେଶର ଉଜୈନ ଜିଲ୍ଲା ପ୍ରଶାସନ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ସରକାରୀ କର୍ମଚାରୀମାନେ ଯଦି ଟିକା ନ ନିଅନ୍ତି ତେବେ ଆସନ୍ତା ମାସରୁ ସେମାନଙ୍କୁ ଦରମା ମିଳିବ ନାହିଁ।…

ରାଜ୍ୟରେ ନେପାଳି ମାନଙ୍କୁ ଟିକା

ଭୁବନେଶ୍ୱର: ଓଡ଼ିଶ।ରେ ନେପାଳି ମାନେ ନେବେ ଟିକା । ଏନେଇ ସମସ୍ତ ଜିଲ୍ଲାପାଳ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି । ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଚାଲୁ ରହିଛି । ତେବେ ବାହାରୁ ଆସି ଓଡ଼ିଶାରେ ରହୁଥିବା ନେପାଳି ମାନଙ୍କ ପାଖରେ କୌଣସି ପରିଚୟ ପତ୍ର ନାହିଁ । ଏନେଇ…

ମହାମାରୀ ସମୟରେ ଅଧିକ ବୃଦ୍ଧି ପାଇଛି ମଧୁମେହ ରୋଗୀଙ୍କ ସଂଖ୍ୟା; ରିପୋର୍ଟ

ନୂଆଦିଲ୍ଲୀ: ତଥ୍ୟ ଅନୁଯାୟୀ ମହାମାରୀ ସମୟରେ ମଧୁମେହ ରୋଗୀଙ୍କ ସଂଖ୍ୟାରେ ଏକ ନିର୍ଦ୍ଦିଷ୍ଟ ପରିମାଣରେ ବୃଦ୍ଧି ଘଟିଛି। ମହାମାରୀ ସମୟରେ ଜୀବନଶୈଳୀରେ ହୋଇଥିବା ପରିବର୍ତ୍ତନକୁ ଦାୟୀ କରାଯାଇଛି। ଡାକ୍ତରମାନଙ୍କ କହିବା ଅନୁଯାୟୀ “ଅନେକ କୋଭିଡ୍-୧୯ ରୋଗୀ ପ୍ରାରମ୍ଭରେ ଟାଇପ୍ ୧…

ଏବର୍ଷ ବି ମିଳିବନି ପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ

ପୁରୀ: କରୋନା ଭକ୍ତ ଓ ଭଗବାନଙ୍କ ଭିତରେ ପାଚେରୀ ହୋଇଛି । ଏବର୍ଷ ବ୍ରହ୍ମପୁରର ଅଲାରନାଥ ପୀଠରେ ମହାପ୍ରଭୁଙ୍କ ଅନବସର ଦର୍ଶନ ମିଳିବ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀଜିଉଙ୍କ ଅଣସର ବେଳେ ଅଲାରନାଥ ପୀଠରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଭକ୍ତଙ୍କ ସମ୍ଭାବ୍ୟ ଗହଳିକୁ…