Latest Odisha News

BREAKING NEWS

ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଏହି ଅଭିନେତା, ସାହାଯ୍ୟର ହାତ ବଢ଼ାଇଲେ ପୂଜା ଭଟ୍ଟ

ବାଙ୍ଗାଲୋର: ବଲିଉଡ ଅଭିନେତା ଫରାଜ ଖାନ, ରାନୀ ମୁଖାର୍ଜୀଙ୍କ ମେହେନ୍ଦୀ ସହ-ତାରକା ତଥା ବରିଷ୍ଠ ଅଭିନେତା ୟୁସୁଫ ଖାନଙ୍କ ପୁଅ ବର୍ତ୍ତମାନ ବାଙ୍ଗାଲୋର ଡାକ୍ତରଖାନାରେ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି। ଫରାଜଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏକାଧିକ ରିପୋର୍ଟରେ ଦର୍ଶାଯାଇଛି ଯେ…

ଗଣିତ ଖେଳ: କାଗଜ ଭଙ୍ଗାରୁ ତ୍ରିଭୁଜ

ବିଭିନ୍ନ ପ୍ରକାର ତ୍ରିଭୁଜ ସଂପର୍କରେ ଆମେ ଜାଣିଛେ । ସମକୋଣୀ, ସମବାହୁ, ସମଦ୍ୱିବାହୁ, ସ୍ଥୂଳକୋଣୀ, ସୂକ୍ଷ୍ମକୋଣୀ ତ୍ରିଭୁଜ । ଏସବୁ ଆମେ ସ୍କେଲ, ପେନସିଲ ଏବଂ କମ୍ପାସ ଲଗାଇ କାଗଜରେ ଆଙ୍କିଥାଏ । ହେଲେ ଏସବୁ ବ୍ୟବହାର ନକରି ମଧ୍ୟ କାଗଜକୁ ଭାଙ୍ଗି ତ୍ରିଭୁଜ ତିଆରି କରି ହେବ ଏବଂ ଏଥିରୁ…

ସୁକିନ୍ଦା ବିଜୁ ଜନତା ଦଳ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ଠାରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଜୁ ଜନତା ଦଳ ପକ୍ଷରୁ ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇ ଏଥିରେ ଯୋଗ ଦେଇ ଏହି…

ବିଫଳ ପ୍ରେମ କାହାଣୀ, ଜଳିଲା ଜାଳିଲା !

ଆନ୍ଧପ୍ରଦେଶ: କୋଭିଡ୍ ଯୋଦ୍ଧାଙ୍କ ସହ ଘଟିଛି ଅମାନବୀୟ କାଣ୍ଡ । ପ୍ରେମ ସଂପର୍କର ଭୟାନକ ପରିଣତି । ନିଜେ ଖୋଳିଥିବା ଗାତରେ ପଡିଥିଲା ପ୍ରେମିକ । ହେଲେ ଏହି ଧାରାରେ ବଳିପଡିଥିଲେ ଜଣେ ନୀରିହ ମହିଳା ତଥା କୋଭିଡ୍ ହସ୍ପିଟାଲ ନର୍ସ । ସୋମବାର ରାତିରେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ…

JEE ଆଡଭାନ୍ସଡ ଦେଇନଥିବା ଛାତ୍ରମାନେ ୨୦୨୧ରେ ପୁଣିଥରେ ସୁଯୋଗ ପାଇପାରିବେ

ନୂଆଦିଲ୍ଲୀ: ମିଳିତ ଆଡମିଶନ ବୋର୍ଡ (JAB) ବୁଧବାର ନିଷ୍ପତ୍ତି ନେଇଛି ଯେ ଚଳିତ ବର୍ଷ ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE) ଦେଇନଥିବା ପ୍ରାର୍ଥୀଙ୍କୁ ଆସନ୍ତା ବର୍ଷ ପରୀକ୍ଷା ପାଇଁ ଅନୁମତି ଦିଆଯିବ। ଜରୁରୀକାଳୀନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସରକାରୀ ବିବୃତ୍ତିରେ କୁହାଯାଇଛି,…

ଯୌତୁକ ଜୁଇରେ ଜଳିଗଲେ ଆଉ ଜଣେ ନବବଧୂ

ରାଉରକେଲା: ବିବାହକୁ ପୁରିଛି ମାତ୍ର ୪ ମାସ । ସୁନେଲି ସଂସାରର ସ୍ୱପ୍ନକୁ ମନରେ ନେଇ ବାପ ଘରୁ ଶାଶୁ ଘର ଆସିଥିଲେ ନବବଧୂ ରାଜଲକ୍ଷ୍ମୀ। ହେଲେ ଧୂଳିସାତ ହୋଇଗଲା ଆଶା। ଭାଙ୍ଗିଗଲା ସ୍ବପ୍ନର ତାଜମହଲ। ପାଦରୁ ଅଳତା ଲିଭି ନ ଥିବା ବେଳେ ଯୌତୁକ ଜୁଇରେ ଜଳିଗଲା ରାଉରକେଲାର ଛେଣ୍ଡ ଥାନା…

୪୦ ବର୍ଷରୁ କମ୍‌ ବୟସରେ କୋଟିପତି ହୋଇଥିବା ଭାରତୀୟ

ନୂଆଦିଲ୍ଲୀ: ଆଇଆଇଏଫ୍‌ଏଲ୍‌ ୱେଲଥ୍‌ ଏବଂ ହୁରୁନ୍‌ ଇଣ୍ଡିଆ ପକ୍ଷରୁ ୪୦ ବର୍ଷରୁ କମ୍‌ ବୟସର ସଫଳ ବ୍ୟବସାୟୀଙ୍କ ତାଲିକା ପ୍ରକାଶ ପାଇଛି। ସେମାନଙ୍କ ଆୟ ପ୍ରାୟ ୧ ହଜାର କୋଟିରୁ ଅଧିକ। ନିଜ ଗୋଡରେ ନିଜେ ଛିଡା ହୋଇ ସେମାନେ ଏହି ଧନ ଅର୍ଜନ କରିପାରିଛନ୍ତି। ତେବେ ଏହି ତାଲିକାରେ…

ଯାଜପୁରରୁ ଜବତ ହେଲା ୨୧୦ ଲିଟର ଦେଶୀ ମଦ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ବାଘବାହାଳି ଛକ ନିକଟରୁ ୨୧୦ ଲିଟର ଦେଶୀ ମଦ ଜବତ। ଏହି ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏକ କାର ଜବତ କରିଛି ପୋଲିସ। । ସୂଚନା ମୁତାବକ ଏକ କାର ରେ ବିପୁଳ ପରିମାଣର ଦେଶୀ ମଦ ଚାଲାଣ ହେଉଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର…

ବଜ୍ରପାତ ସହ ବର୍ଷା ଆଶଙ୍କା; ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୯ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, କୋରାପୁଟ, ରାୟଗଡା, ଢେଙ୍କାନାଳ, କେନ୍ଦ୍ରାପଡା,…

ପାଞ୍ଚ ମାସରେ ରେକର୍ଡ ସଂଖ୍ୟକ ସାଇକେଲ୍‌ ବିକ୍ରି

ନୂଆଦିଲ୍ଲୀ: ଗତ ପାଞ୍ଚ ମାସ ମଧ୍ୟରେ ଭାରତରେ ସାଇକେଲ ବିକ୍ରି ପ୍ରାୟ ଦ୍ୱିଗୁଣିତ ହୋଇଛି। ଅନେକ ସହରରେ ଲୋକଙ୍କୁ ନିଜ ପସନ୍ଦର ସାଇକେଲ କିଣିବାକୁ ମଧ୍ୟ ଅପେକ୍ଷା କରିବାକୁ ପଡୁଛି। ରିପୋର୍ଟ ଅନୁଯାୟୀ, ଦେଶରେ ପ୍ରଥମ ଥର ପାଇଁ ଲୋକମାନଙ୍କ ସାଇକେଲ ଚଲାଇବାର ଏପରି ଧାରା ଦେଖିବାକୁ ମିଳିଛି।…