Latest Odisha News

BREAKING NEWS

କବିତା : କବି

ହିମାଂଶୁ ଆଚାରୀ  କବି ସାରାକାଳ ଲୁହ ଆଉ ଲହୁରେ ବତୁରିଥିବା ହୃଦୟଖଣ୍ଡକ ଧରି ବ୍ରହ୍ମାଣ୍ଡକୁ ମୋର କୁହେ ମୁଠାଏ ଶବ୍ଦକୁ କରାୟତ କରି ନିଜକୁ ନିଜେ ଇ ବାଣ୍ଟୁଥାଏ କେବେ ପୁଣି ଶବ୍ଦହରା ହେଇ ନିଶାର୍ଦ୍ଧରେ ଆଉଟୁପାଉଟୁ ହୁଏ ! କବି ଭାଙ୍ଗୁଥାଏ/ ଯୋଡୁଥାଏ କେବେ ଫୁଲ ପରି ତ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୪-୪-୨୦୨୧ ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୪ ତାରିଖ ରବିବାର ମୀନ ୨୨ ଦିନ ଚୈତ୍ର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର  ଆଜିର ଘାତ ବାରମେଷ ରାଶିର ଆଜିର ଘାତ ଚନ୍ଦ୍ରତୁଳା କୁମ୍ଭ ରାଶି ପୁରୁଷ ଓ ବୃଷ ମିଥୁନ ରାଶି…

ସାହିତ୍ୟ ଯେ କୌଣସି ବାଦରୁ ଉର୍ଦ୍ଧ୍ବରେ : ସ୍ଵାଗତିକା ସ୍ୱାଇଁ

ଓଡ଼ିଆ ସାହିତ୍ୟ ଜଗତର ଏକ ସୁପରିଚିତ ନାମ ସ୍ଵାଗତିକା ସ୍ୱାଇଁ । ତାଙ୍କ ସୃଜନୀର ସ୍ରୋତ; ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ନିଜ ଲେଖନୀର ନିଆରାପଣରେ ଓଡ଼ିଆ ଭାଷା ସାହିତ୍ୟକୁ ସେ ରୁଦ୍ଧିମନ୍ତ କରି ଚାଲିଛନ୍ତି । ତାଙ୍କର ପ୍ରତିଟି ରଚନାରେ ଥାଏ ଜୀବନର ଦର୍ଶନ । ଭାବ ଓ ଭାଷାର ସମ୍ମିଶ୍ରଣରେ…

ଆଇପିଏଲରେ ବୋଲିଂ ରେକର୍ଡ: ଅମିତ ହ୍ୟାଟ୍ରିକ କିଙ୍ଗ, ମାଲିଙ୍ଗା ଶୀର୍ଷରେ

ଭୁବନେଶ୍ୱର: ଆଇପିଏଲ ଆଗାମୀ ସଂସ୍କରଣର ରୋମାଂଚ ଧିରେ ଧିରେ କ୍ରିକେଟପ୍ରେମୀଙ୍କୁ ଆହ୍ଲାଦିତ କଲାଣି । କରୋନା ଭୟ ବ୍ୟତୀତ ସେମାନଙ୍କ ମନରେ ଆଉ କିଛି ଚିନ୍ତା ନାହିଁ । ତେବେ ଆଇପିଏଲ ନିର୍ଦ୍ଧାରିତ ସମୟରେ ହେବ ବୋଲି ବିସିସିଆଇ ଓ ଆୟୋଜକ କମିଟି ପକ୍ଷରୁ ଦୃଢ଼ୋକ୍ତି ପ୍ରକାଶ ପାଇବା ପରେ…

ଆରପାରିରେ ସବୁଠାରୁ ବୟସ୍କ ଏସିୟାଟିକ୍ ସିଂହ ଧୀର

ଗୀର: ଗୁଜରାଟର ଗୀର ଜଙ୍ଗଲରେ ଶନିବାରୁ ସବୁଠାରୁ ବୟସ୍କ ସିଂହ ଧୀରର ମୃତ୍ୟୁ ଘଟିଛି । ୨୨ ବର୍ଷ ବଂଚି ଧୀର ରେକର୍ଡ କରିଥିଲା । ଏବେ କିଛି ଦିନ ଧରି ଅସୁସ୍ଥ ଥିବା ଧୀର ଆଜି ଆଉ ଆଖି ଖୋଲି ନ ଥିଲା । ଏହି ବୃଦ୍ଧ ସିଂହ ଖାଇବା ପିଇବା ମଧ୍ୟ କମାଇ ଦେଇଥିଲା । ସକ୍କରବାଜ ଚିଡିଆଖାନାର ଅଧିକାଂଶ…

ଭୁବନେଶ୍ବରରୁ ୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କାୟା ମେଲାଉଛି କରୋନା । ୨୪ ଘଣ୍ଟାରେ ରାଜ୍ୟରୁ ୪୫୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ମୋଟ ୭୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ସେଥି ମଧ୍ୟରୁ ଭୁବନେଶ୍ବରରୁ କେବଳ ୭୧ ଜଣ…

ଶାରଦା ଚିଟଫଣ୍ଡ ଠକେଇ ମାମଲା: କୁଣାଳ, ଶତାବ୍ଦୀ ଓ ଦେବଯାନୀଙ୍କ ସମ୍ପତି ଜବତ

କୋଲକାତା: ଶାରଦା ଚିଟଫଣ୍ଡ ଠକେଇ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଶନିବାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇଡି ତୃଣମୂଳ କଂଗ୍ରେସର ମୁଖପାତ୍ର କୁଣାଳ ଘୋଷ, ସାଂସଦ ଶତାବ୍ଦୀ ରାୟ ଓ ଦେବଯାନୀ ମୁଖାର୍ଜୀଙ୍କର ୩ କୋଟି ଟଙ୍କାର ସମ୍ପତି ଜବତ ହୋଇଛି । ପିଏମଏଲଏ ଅନୁସାରେ ସେମାନଙ୍କ…

ନିର୍ଦ୍ଧାରିତ ସମୟର ୫ଦିନ ପୂର୍ବରୁ ସରିଲା ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ବର : ଶେଷ ହେଲା ବିଧାନସଭା ଅଧିବେଶନ । ୫ଟି କାର୍ଯ୍ୟଦିବସ ପୂର୍ବରୁ ଶେଷ ହୋଇଛି ବିଧାନସଭା ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଚଳିତ ଅଧିବେଶନରେ ମୋଟ ୨୬ଟି ବୈଠକ ବସିଥିଲା । ଯେଉଁଥିରେ ମୋଟ ୯ଟି ବିଲ୍…

ଦଣ୍ଡ ନାଚରେ ଲାଗିଲା କଟକଣା

ଗଞ୍ଜାମ : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ, ଦଣ୍ଡନାଚ ଉପରେ କଟକଣା ଲଗାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଦଣ୍ଡନାଚରେ କେବଳ ୨୫ ଜଣ ଲୋକ ଯୋଗ ଦେଇପାରିବେ ବୋଲି ଟ୍ବିଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏହାସହ ଜିଲ୍ଲାରେ କୌଣସି ପ୍ରକାର…

ଆଦିତ୍ୟ ନାରାୟଣ, ଶ୍ୱେତାଙ୍କୁ କରୋନା

ମୁମ୍ବାଇ: ମନୋରଞ୍ଜନ ଦୁନିଆରେ କରୋନା ପୁନର୍ବାର ତାର କାୟା ବିସ୍ତାର କରିବା ଆରମ୍ଭ କରିଛି । ମହାନ ଗାୟକ ଉଦିତ ନାରାୟଣଙ୍କ ପୁତ୍ର ଆଦିତ୍ୟ ନାରାୟଣଙ୍କ କରୋନା ଟେଷ୍ଟ ପଜିଟିଭ ଆସିଛି । ଇଣ୍ଡିଆନ ଆଇଡଲ ୧୨ର ହୋଷ୍ଟ ଆଦିତ୍ୟ ଏବଂ ତାଙ୍କ ପତ୍ନୀ ଉଭୟଙ୍କୁ କରୋନା ହୋଇଛି । ସୋସିଆଲ ସାଇଟରେ…