Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ହିଂସା: ଟିଏମସି ପାର୍ଟି ଅଫିସରେ ବିସ୍ଫୋରଣ, ୩ ଆହତ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଯାହା ହେବ ବୋଲି ଆଶା କରାଯାଉଥିଲା ତାହା ଘଟିବାରେ ଲାଗିଛି । ଏହାର ଆଉ ଏକ ପ୍ରମାଣ ହେଲା ଶୁକ୍ରବାର ଟିଏମସି ଅଫିସରେ ବିସ୍ଫୋରଣ । ବଙ୍କୁରା ଜିଲାର ଜୋୟପୁରରେ ଥିବା ଏହି ଅଫିସରେ ବିସ୍ଫୋରଣ ଘଟିବା ଫଳରେ ୩ଜଣ ଟିଏମସି କର୍ମୀ ଆହତ ହୋଇଛନ୍ତି । ବାମପନ୍ଥୀ ଓ…

ବିଶିଷ୍ଟ ସାମ୍ବାଦିକ ତଥା ଲେଖକ ଅନିଲ ଧାରକରଙ୍କର ଦେହାନ୍ତ  

ମୁମ୍ବାଇ: ବିଶିଷ୍ଟ ସାମ୍ବାଦିକ ତଥା ଲେଖକ ଅନିଲ ଧାରକରଙ୍କର ପରଲୋକ ହୋଇଛି । ମୁମ୍ବାଇର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୁରୁବାର ତାଙ୍କର ସର୍ଜରୀ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ସେ ସ୍ତମ୍ଭକାର ଓ ଲେଖକ ଭାବେ ସକ୍ରିୟ ଥିଲେ ।…

୨୮ରୁ ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କଟକଣା ଲଗାଇଛନ୍ତି ମହାରାଷ୍ଟ୍ର ସରକାର । ଆସନ୍ତା ୨୮ ତାରିଖରୁ ସମଗ୍ର ମହାରାଷ୍ଟ୍ରରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ମଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାରା ରାଜ୍ୟରେ ନାଇଟ୍…

ମଣିଷ ଶରୀରରୁ ବାହାର କରାଗଲା ୫୯ ଫୁଟର ପରଜୀବୀ, ଡାକ୍ତରମାନେ ବି ଚକିତ

ନୂଆଦିଲ୍ଲୀ: ଥାଇଲାଣ୍ଡର ଏକ ବ୍ୟକ୍ତିଙ୍କ ଶରୀରରୁ ୫୯ ଫୁଟ ଲମ୍ବାର ପରଜୀବୀ ଡାକ୍ତରମାନେ ସଫଳତାର ସହ ବାହାର କରିଛନ୍ତି । ହଁ ଆପଣମାନେ ଠିକ୍ ପଢ଼ୁଛନ୍ତି ଏତେ ବଡ ପରଜୀବୀ କିପରି ଉକ୍ତ ମଣିଷ ଶରୀରରେ ରହିଥିଲା, ତାହା ଡାକ୍ତରଙ୍କୁ ବି ଚକିତ କରିପକାଇଛି । ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ..…

ମୁମ୍ବାଇରେ ଲାଗୁ ହୋଇପାରେ ଲକଡାଉନ୍

ମୁମ୍ବାଇ : ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ଏହାକୁ ନେଇ ସରକାର ଚିନ୍ତାରେ ଥିବା ବେଳେ, ମୁଣ୍ଡ ବିନ୍ଧାର କାରଣ ପାଲଟିଛି ମହାରାଷ୍ଟ୍ର । କାରଣ ପ୍ରତିଦିନ ମହାରାଷ୍ଟ୍ରରେ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଲକଡାଉନ ହୋଇପାରେ…

କରୋନା କଟକଣାରେ ପାଳନ ହେବ ଉତ୍କଳ ଦିବସ: ଲୋକଙ୍କ ସମାଗମ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ

ଭୁବନେଶ୍ବର: ଉତ୍କଳ ଦିବସ ପାଳନ ଉପରେ କଟକଣା । କରୋନା କଟକଣାରେ ପାଳନ ହେବ ଉତ୍କଳ ଦିବସ । ଏଥିପାଇଁ ଆସିଛି ଗାଇଡଲାଇନ୍ । ସ୍ପେଶାଲ ରିଲିଫ୍ କମିଶନର ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ଉତ୍କଳ ଦିବସ ପାଳନ ଉପରେ କଟକଣା ଜାରି ହୋଇଛି ।…

ଭୁବନେଶ୍ବରରେ ଆହୁରି କଡ଼ାକଡ଼ି ହେବ କଟକଣା

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବଢ଼ିଲାଣି କରୋନା ଆକ୍ରାନ୍ତ ସଂଖ୍ୟା । ଏନେଇ ଚିନ୍ତା ବଢ଼ିଥିବା ବେଳେ, କଟକଣା ଲଗାଇବାକୁ ଅଣ୍ଟା ଭିଡିଲେଣି ସରକାର । ଖାସ କରି ରାଜଧାନୀ ଭୁବନେଶ୍ବରରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ କଡ଼ା ପଦକ୍ଷେପ ନିଆଯିବ ବୋଲି କହିଛି ଭୁବନେଶ୍ବର ମହାନଗର ନିଗମ…

ରାଜ୍ୟରେ ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ । ଦିନକୁ ଦିନ ପଜିଟିଭ୍ ସଂଖ୍ୟା ବଢୁଥିବା ବେଳେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୭୩ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ନୂଆପଡ଼ାରୁ ୧୫ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼,…

ଏନସିବିକୁ ବଡ ସଫଳତା, ମୁମ୍ବାଇର ସବୁଠାରୁ ବଡ ଡ୍ରଗ ସପ୍ଲାୟର ଫାରୁଖ ବଟାଟାର ପୁଅ ଗିରଫ

ମୁମ୍ବାଇ:ନାର୍କୋଟିକ୍ସ କଂଟ୍ରୋଲ ବୋର୍ଡ(ଏନସିବି)କୁ ଶୁକ୍ରବାର ବଡ ସଫଳତା ହାତ ଲାଗିଛି । ମୁମ୍ବାଇର ସବୁଠାରୁ ବଡ ଡ୍ରଗ ସପ୍ଲାୟର ଫାରୁଖ ବଟାଟାର ପୁଅ ଶାଦବକୁ ଗିରଫ କରିଛି । ଗୁରୁବାର ବିଳମ୍ବିତ ରାତିରେ ଏନସିବି ପକ୍ଷରୁ ଲୋଖଣ୍ଡୱାଲା, ବର୍ସାବା ଓ ମୀରା ରୋଡ ଅଂଚଳରେ ଏକାବେଳେ ଚଢ଼ାଉ…

ଅଲିମ୍ପିକ୍‍ କ୍ୱାଲିଫାଏର୍‍ ଭବାନୀଙ୍କୁ କିଟ୍‍ ଓ କିସ୍‍ ପକ୍ଷରୁ ସମ୍ବର୍ଦ୍ଧନା: କହିଲେ,ଅଲିମ୍ପିକରେ ପହଞ୍ଚିବା ପଛରେ…

ଭୁବନେଶ୍ୱର: ଅଲିମ୍ପିକ୍‍ କ୍ୱାଲିଫାଏର୍‍ କିଟ୍‍ ଛାତ୍ରୀ ସି.ଏ ଭବାନୀଙ୍କୁ ଉଜ୍ବସିତ ସମ୍ବର୍ଦ୍ଧନା । ଭୁବନେଶ୍ବର କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ କିଟ୍‍ ଓ କିସ୍‍ ପକ୍ଷରୁ ଭବାନୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଟୋକିଓ ଅଲିମ୍ପିକ୍‍ ପାଇଁ ଅସି ଚାଳନାରେ କ୍ୱାଲିଫାଏ କରିବାରେ…