ରାହୁଲଙ୍କ ଶତକ, ଇଂଲଣ୍ଡ ସମ୍ମୁଖରେ ୩୩୭ ରନର ଟାର୍ଗେଟ
ପୁଣେ:ଚଳିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୩୩୭ ରନର ବିଜୟ ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ କେଏଲ ରାହୁଲଙ୍କ ଶତକ(୧୦୮) ଏବଂ ଅଧିନାୟକ ବିରାଟ କୋହଲି(୬୬) ଓ ଋଷଭ ପନ୍ତଙ୍କ(୭୭) ଅର୍ଦ୍ଧଶତକ ସହାୟତାରେ ୫୦ ଓଭରରେ ୬ ଉଇକେଟ ବିନିମୟରେ ୩୩୬…