ସୁଶାନ୍ତ ୫ ବର୍ଷରେ ଆୟ କରିଥିଲେ ୭୦ କୋଟି , ରିୟାଙ୍କ ପଛରେ ୫୫ ଲକ୍ଷ ଖର୍ଚ୍ଚ
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରତ୍ୟେକ ଦିନ ନୂତନ ତଥ୍ୟ ମିଳୁଛି । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁସାରେ ସୁଶାନ୍ତଙ୍କ ସମସ୍ତ ବ୍ୟାଙ୍କ ଖାତାକୁ ଅନୁଧ୍ୟାନ କରିବା ପରେ ଜଣାପଡିଥିଲା ସେ ୫ ବର୍ଷରେ ୭୦ କୋଟି ଟଙ୍କା ଆୟ କରିଥିଲେ । ଫରେନ୍ସିକ ଅଡିଟ…