Latest Odisha News

BREAKING NEWS

ମାଡି ଆସୁଛି ବିପଦ; ଏକବିଂଶ ଶତାବ୍ଦୀ ଶେଷ ସୁଦ୍ଧା ୧୦୦ ସେମିରୁ ଅଧିକ ବଢିପାରେ ସମୁଦ୍ର ପତ୍ତନ!

ନୂଆଦିଲ୍ଲୀ: ମିଳିତ ଜାତିସଂଘ ପ୍ରତିବର୍ଷ ୨୩ ମାର୍ଚ୍ଚକୁ ୱାର୍ଲ୍ଡ ମେଟ୍‌ ଡେ ଭାବରେ ପାଳନ କରିଥାଏ। ବାସ୍ତବରେ, ପାଗରେ ଅପ୍ରତ୍ୟାଶିତ ଘଟଣା ପ୍ରକୃତରେ ମାନବୀୟ ତ୍ରୁଟି ହେତୁ ହୋଇଥାଏ। ଏହାର ଏକ ମୁଖ୍ୟ କାରଣ ହେଉଛି ଅଙ୍ଗାରକାମ୍ଳ ନିର୍ଗମନର କ୍ରମାଗତ ବୃଦ୍ଧି। ଏହା ପୃଥିବୀର ପାଣିପାଗ ଉପରେ…

ହାପି ବାର୍ଥ ଡେ କଙ୍ଗନା, ବାଲୁକାକଳା ମାଧ୍ୟମରେ କଙ୍ଗନାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଜନ୍ମଦିନ । ଏଥିପାଇଁ ତାଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି । ଏହି ଅବସରରେ କଙ୍ଗନାକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପୁରୀର ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେ ପୁରୀ ସମୁଦ୍ରକୂଳରେ ଏକ ସୁନ୍ଦର ବାଲୁକା କଳା ତିଆରି କରିଛନ୍ତି ।…

ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସ୍କ ଲୋକ ନେଇପାରିବେ କରୋନା ଟିକା

ନୂଆଦିଲ୍ଲୀ: ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ସରକାର କୋଭିଡ-୧୯ ଟିକାକରଣ ଖୋଲିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଯେ, ଏପ୍ରିଲ ୧ ପରେ ୪୫ ବର୍ଷ ଏବଂ ୪୫ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ଟିକାକରଣ କରିପାରିବେ।…

ଆମ ଶରୀର ପାଇଁ ଖଜୁରୀ କେତେ ଜରୁରୀ…

ଖଜୁରୀରେ ଏମିତି ନ୍ୟୁଟ୍ରିଏଣ୍ଟ୍ସ ରହିଛି, ଯାହା ସ୍ବାସ୍ଥ୍ୟ ସହିତ ସୁନ୍ଦରତାକୁ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।  ଖଜୁରୀକୁ ଫ୍ରୁଡ୍ସ ସାଲାଡରେ ମିକ୍ସ କରି ଖାଇପାରିବେ । ନଚେତ ଡ୍ରାଏଫ୍ରୁଡ୍ସ ସହିତ ମଧ୍ୟ ଖାଇପାରିବେ ।  ଖଜୁରୀରେ ପେଣ୍ଟଥେନିକ ଏସିଡ ରହିଛି । ଏହାଦ୍ବାର ଡେଡ…

ଉତ୍ତରାଖଣ୍ଡ ଗ୍ଲାସିଅର୍‌ ବିସ୍ଫୋରଣ ଘଟଣା; ଏବେ ବି ୧୩୦ ଲୋକ ନିଖୋଜ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ଫେବୃଆରୀ ୭ ରେ ହୋଇଥିବା ଗ୍ଲାସିଅର୍‌ ବିସ୍ଫୋରଣ ପରେ ୭୪ ଜଣ ପ୍ରାଣ ହରାଇଥିବା ପ୍ରାୟ ୧୩୦ ଲୋକ ଏବେ ବି ନିଖୋଜ ହୋଇ ରହିଛନ୍ତି ବୋଲି ମଙ୍ଗଳବାର ଦିନ ଉତ୍ତରାଖଣ୍ଡ ସରକାର ଲୋକସଭାକୁ ସୂଚନା ଦିଆଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ…

ଓଲିଉଡର ହ୍ୟାଣ୍ଡସମ୍ ହିରୋ ଅଭିଷେକଙ୍କ ନୂଆ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା, ଖୁବଶୀଘ୍ର ମୁକ୍ତିଲାଭ କରିବ ଫିଲ୍ମ 

ଚର୍ଚ୍ଚାରେ ଓଲିଉଡର ହ୍ୟାଣ୍ଡସମ୍ ହିରୋ ଅଭିଷେକ ରଥ । ଏବେ ଏହି ଲୋକପ୍ରିୟ ନାୟକ ପୁଣି ଏକ ନୂଆ ଚଳଚ୍ଚିତ୍ରରେ ନଜର ଆସିବେ । ଖୁବଶୀଘ୍ର ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି ।  ପ୍ରଯୋଜକ ରମେଶ ବାରିକଙ୍କ ନୂଆ ଓଡ଼ିଆ ସିନେମାରେ ପାଇଁ କାମ କରୁଛନ୍ତି । ଓଡ଼ିଶାର ଆଗଧାଡିର ଜଣେ…

ଅନ୍‌ଲାଇନ କ୍ଲାସ ପାଇଁ ୩୦୦ ଛାତ୍ରୀଙ୍କୁ ମୋବାଇଲ ଫୋନ ଦେବେ ସୋନୁ

ନୂଆଦିଲ୍ଲୀ: ମହାମାରୀ କୋଭିଡ-୧୯ ପରେ ବଲିଉଡ ଅଭିନେତା ସୋନୁ ସୁଦ ପ୍ରବାସୀ ଶ୍ରମିକ ତଥା ଅସହାୟ ଲୋକଙ୍କୁ କିପରି ସାହାଯ୍ୟ କରିଥିଲେ ତାହା କେହି ଭୁଲି ପାରିବେ ନାହିଁ। ଆଜି ସୋନୁଙ୍କ ଏହି ମହାନ କାର୍ଯ୍ୟକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି। ବାସ୍ତବରେ, ଗତ ବର୍ଷ କରୋନା ଦ୍ୱାରା…

୨.୯ ମିଲିୟନ ଡଲାରରେ ବିକ୍ରି ହେଲା ଟ୍ୱିଟର୍‌ ସିଇଓ ଜ୍ୟାକ୍ ଡୋର୍ସିଙ୍କ ପ୍ରଥମ ଟ୍ୱିଟ୍

ନୂଆଦିଲ୍ଲୀ: ବିକ୍ରି ହେଲା ଟ୍ୱିଟର୍‌ ସିଇଓ ଜ୍ୟାକ୍ ଡୋର୍ସିଙ୍କ ପ୍ରଥମ ଟ୍ୱିଟ୍। କିଛି ଦିନ ପୂର୍ବରୁ ଟ୍ୱିଟର ସିଇଓ ଜ୍ୟାକ୍ ଡୋର୍ସି NFT ଭାବରେ ବିକ୍ରୟ ପାଇଁ ତାଙ୍କର ପ୍ରଥମ ଟ୍ୱିଟ୍ ରଖିଥିଲେ। ଏହି ଟୁଇଟ୍ ବର୍ତ୍ତମାନ ୨.୯ ମିଲିୟନ୍ ଡଲାରରେ (ପ୍ରାୟ ୨୧୦,୦୨୭,୨୮୦ ଟଙ୍କା) ବିକ୍ରି ହୋଇଛି।…

OTT ପ୍ଲାଟଫର୍ମ ପ୍ରସଙ୍ଗରେ ଆବେଦନ ଶୁଣାଣିକୁ ନେଇ ଏମିତି କହିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଭିଡିଓ ଏବଂ ହଟଷ୍ଟାର ସମେତ ଅନ୍ୟାନ୍ୟ OTT ପ୍ଲାଟ୍‌ଫର୍ମ (ଉପରେ) ନିର୍ଦ୍ଦେଶାବଳୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଦେଶର ସମସ୍ତ ହାଇକୋର୍ଟଙ୍କୁ ବର୍ତ୍ତମାନ ଏହି ପ୍ରସଙ୍ଗରେ ସରକାର ଦେଇଥିବା ଆବେଦନ ଶୁଣାଣି ବନ୍ଦ କରିବାକୁ…

ମାଲକାନଗିରିରେ ଆଜିଠାରୁ ଆରମ୍ଭ ହୋଇଛି ବଡ଼ଯାତ୍ରା

ମାଲକାନଗିରି: କରୋନା କଟକଣା ଭିତରେ ମାଲକାନଗିରି ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ବଡଯାତ୍ରା । ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡ ତିନି ରାଜ୍ୟର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ ବଡଯାତ୍ରାରେ । ଆସନ୍ତା ୨୭ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ମାଲକାନଗିରି ସହରରେ ଏହି ଯାତ୍ରା ପାଳିତ ହେବ ।…