ବ୍ଲାକ୍ ଫଙ୍ଗସ୍କୁ ମହାମାରୀ ଘୋଷଣା କଲା ଜମ୍ମୁ କାଶ୍ମୀର
ଶ୍ରୀନଗର: ଜମ୍ମୁକାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ସୋମବାର ଦିନ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ଲାକ୍ ଫଙ୍ଗସ୍ ଯୋଗୁ ପ୍ରଥମ ମୃତ୍ୟୁ ଖବର ଆସିବା ପରେ ଏହାକୁ ମହାମାରୀ ଘୋଷଣା କରିଛନ୍ତି।
ମହାମାରୀ ରୋଗ ଅଧିନିୟମ ଅନୁଯାୟୀ ବ୍ଲାକ୍ ଫଙ୍ଗସକୁ ଏକ ଉଲ୍ଲେଖନୀୟ ରୋଗରେ…