Latest Odisha News

BREAKING NEWS

ଛତିଶଗଡରେ ବଢ଼ୁଛି କରୋନା ସଂକ୍ରମଣ: ସ୍କୁଲ, କଲେଜ ଓ ଅଙ୍ଗନଓ୍ଵାଡି କେନ୍ଦ୍ର ବନ୍ଦ କରିବାକୁ ଘୋଷଣା

ରାୟପୁର: ଛତିଶଗଡ଼ରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ, କଲେଜ୍ ଓ ଅଙ୍ଗନଓ୍ଵାଡିକୁ ବନ୍ଦ କରିଛନ୍ତି । ମନ୍ତ୍ରୀ ରବୀନ୍ଦ୍ର ଚୌବେ ଆଜି ଏହି ବଡ ପଦକ୍ଷେପ ନେଇଛନ୍ତି ।  ମନ୍ତ୍ରୀ କହିଛନ୍ତି, ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ…

ରାଜସ୍ଥାନର ୮ଟି ସହରରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ

ରାଜସ୍ଥାନ : ଦେଶରେ ରେକର୍ଡ ଭାଙ୍ଗୁଛି କରୋନା । ପ୍ରତିଦିନ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଯାହାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ଲାଗୁ ହେଲାଣି କଟକଣା । ଏହି କ୍ରମରେ ରାଜସ୍ଥାନ ସରକାର ରାଜ୍ୟର ୮ଟି ସହରରେ ଲାଗୁ କରିଛନ୍ତି ନାଇଟ୍ କର୍ଫ୍ୟୁ । କରୋନା ମହାମାରୀ ପାଇଁ ଆଜମେର,…

ଆସନ୍ତୁ ଜାଣିବା ଭାରତ-ଇଂଲଣ୍ଡ ଟି୨୦ ସିରିଜର ୧୨ ରେକର୍ଡ ବିଷୟରେ

ମେଟେରା: ବିରାଟ କୋହଲି ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ବିଜୟ ହାସଲ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଛି । ଆସନ୍ତୁ ଜାଣିବା ଏହି ସିରିଜରେ ୧୨ଟି ରେକର୍ଡ ବିଷୟରେ- ୧.ବିରାଟ କୋହଲି ଅଧିନାୟକ ଭାବେ ସର୍ବାଧିକ ୧୨ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ କେନ…

କତାରରୁ ଓଡିଆ ଯୁବକଙ୍କ ମରଶରୀର ଫେରାଇ ଆଣିବାକୁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ, ଭାରତୀୟ ରାଷ୍ଟ୍ରଦୂତଙ୍କୁ ଲେଖିଲେ ଚିଠି

କେନ୍ଦ୍ରାପଡା: କତାରରୁ ଓଡ଼ିଆ ଯୁବକଙ୍କ ମରଶରୀର ଫେରାଇ ଆଣିବାକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ । କେନ୍ଦ୍ରାପଡା ଜିଲ୍ଲା ପାଟ୍ଟକୁରା ଥାନା ସଙ୍କର୍ଶଣ ବାରିକଙ୍କ ପୁଅ ପ୍ରଭାତ କୁମାର ବାରିକ କତାରର ଦୋହା ଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେଠାରେ…

ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ଭେଟିଲେ ଅଭିନେତା ଗୋବିନ୍ଦା

ଭୁବନେଶ୍ୱର: ବଲିଉଡ ଅଭିନେତା ଗୋବିନ୍ଦା ରବିବାର ଦିନ ନବବିବାହିତ ଓଲିଉଡ଼ ଦମ୍ପତି ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କୁ ଭେଟିଛନ୍ତି। ବିବାହ ପରେ ପ୍ରଥମ ଥର ପାଇଁ ଏହି ଦମ୍ପତିଙ୍କୁ ଭେଟି ଗୋବିନ୍ଦା ସେମାନଙ୍କ ସୁଖୀ ଦାମ୍ପତ୍ୟ ଜୀବନ କାମନା କରିବା ସହ ଭୁବନେଶ୍ୱର ସ୍ଥିତ ଘରେ କିଛି ସମୟ…

ମହାରାଷ୍ଟ୍ର ସରକାରଙ୍କୁ କଙ୍ଗନାଙ୍କ ସମାଲୋଚନା: ମୁଁ ପ୍ରକୃତ ଦେଶଭକ୍ତ, ହାରମଖୋର ନୁହେଁ

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାନାୱତ ରବିବାର ମହାରାଷ୍ଟ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ପୂର୍ବ ପୋଲିସ କମିଶନର ପରମବୀର ସିଂଙ୍କ ଆଣିଥିବା ଅଭିଯୋଗ ଏବେ ସାରା ଭାରତରେ ରାଜନୈତିକ ଝଡ ସୃଷ୍ଟି କରିଛି । ଏହାକୁ ଟାର୍ଗେଟ କରି କଙ୍ଗନା…

ଆସନ୍ତା ୨୪ ଘଣ୍ଟାରେ ଏସବୁ ସ୍ଥାନରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସହ ଘଡଘଡି ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ନୂଆପଡ଼ା, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବର ଆଦି ଜିଲ୍ଲାରେ…

ସିନିୟର ମହିଳା ଦିନିକିଆ କ୍ରିକେଟ: ଓଡିଶାର କ୍ରମାଗତ ୪ର୍ଥ ବିଜୟ

ଭୁବନେଶ୍ୱର: ସୁରଟରେ ଚାଲିଥିବା ଜାତୀୟ ସିନିୟର ମହିଳା ଦିନିକିଆ କ୍ରିକେଟରେ ଓଡିଶା ୬ ଉଇକେଟରେ ଗୁଜରାଟକୁ ହରାଇ କ୍ରମାଗତ ୪ର୍ଥ ବିଜୟ ହାସଲ କରିଛି । ଟସ୍ ଜିତି ଓଡିଶା ପ୍ରଥମେ ଫିଲ୍ଡିଂ କରିଥିଲା । ଗୁଜରାଟ ୨୯.୨ ଓଭରରେ ୭୦ ରନ କରି ଅଲଆଉଟ ହୋଇ ଯାଇଥିଲା । ରାମେଶ୍ୱରୀ ନାୟକ ଓଡିଶା ପକ୍ଷରୁ…

କାଲି ମହାପ୍ରଭୂଙ୍କୁ ଦର୍ଶନ କରିବେ ମହାମହିମ, ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି 

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତି ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ଆଜି ପୁରୀରେ ପୋଲିସ ପକ୍ଷରୁ  କାରକେଡର ମକ ଡ୍ରିଲ ହୋଇଛି । ତାଳ ବଣିଆ ହେଲି ପ୍ୟାଡ଼ରୁ ଶ୍ରୀମନ୍ଦିର ସିଂହଦ୍ୱାର…

ଓଡିଶାର ସମୃଦ୍ଧ କଳାର ପ୍ରୋତ୍ସାହକ ଏବଂ ପ୍ରଶାସକ ଭାବେ କାମ କରିବା ମୋ ସୌଭାଗ୍ୟ: ତାରାକାନ୍ତ ପରିଡା

ହାଇସ୍କୁଲ ସରିବା ଯାଏଁ ସେ ଜାଣି ନଥିଲେ ଯେ ତାଙ୍କର ଚିତ୍ର କଳାରେ ପ୍ରତିଭା ଅଛି ଏପରିକି କଲେଜରେ ଏହାକୁ ଏକ ବିଷୟରେ ଭାବେ ପଢାଯାଏ ବୋଲି । ଜଗତସିଂହପୁର ଜିଲ୍ଲା ଅଖ୍ୟାତ ପଲ୍ଲୀ ଗୁଡୁପାଇଲୋର ସେ ନିରୀହ ଆଉ ସରଳ ପିଲାଟି ବଡ଼ ହୋଇ କଳା ଓ କଳାକାରର ମିଶ୍ରଣରେ କଳାର ଅଧିକାରୀ ଓ ପ୍ରଶଂସକ ହୋଇ…