Latest Odisha News

ବିଶ୍ୱକପରୁ ବାଦ୍ ପଡ଼ିଲେ ବିଜୟ ଶଙ୍କର, ଦଳରେ ସାମିଲ୍ ହେଲେ ମୟଙ୍କ୍ ଅଗ୍ରୱାଲ୍

ମୁମ୍ବାଇ: ଭାରତୀୟ ଅଲରାଉଣ୍ଡର୍ ବିଜୟ ଶଙ୍କର ଆହତ ଜନିତ କାରଣରୁ ବିଶ୍ୱକପରୁ ବାଦ୍ ପଡ଼ିବା ପରେ ତାଙ୍କ ବଦଳରେ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ଦଳରେ ସାମିଲ୍ ହୋଇଛନ୍ତି । ମୟଙ୍କ ଅଗ୍ରୱାଲଙ୍କୁ ଦଳରେ ସାମିଲ କରିବାକୁ ବିସିସିଆଇ ରବିବାର ଦିନ ଆଇସିସିକୁ ଅନୁରୋଧ କରିଥିଲା । ଆଇସିସି ଏହି…

ଓଡିଶାରେ ପୁଣି ଜନ୍ମ ନେଲେ ଯୋଡା ଶିଶୁ, ଏଥର ଝିଅ

ଢେଙ୍କାନାଳ : ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ସୁସ୍ଥ ହୋଇ ଓଡିଶା ଫେରିବାକୁ ଥିବା ବେଳେ ଏବେ ପୁଣି ଥରେ ଯାଆଁଳା ନବଜାତ ଯୋଡା ଶିଶୁକୁ ନେଇ ଓଡିଶାରେ ଚର୍ଚ୍ଚା ଜୋର ଧରିଛି । https://youtu.be/MGe-um2v1jo ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତି ଠାରୁ ପେଟ ଯାଏଁ ଯୋଡି ହୋଇଥିବା…

ଇଞ୍ଜିନିୟର୍ ଉଠବସ୍ ଘଟଣା: ଶୁଣାଣି ଜୁଲାଇ ୫କୁ ଘୁଞ୍ଚିଲା, ଝାରପଡ଼ା ଜେଲକୁ ସ୍ଥାନାନ୍ତର ହେଲେ ବିଧାୟକ

ଭୁବନେଶ୍ୱର: ଇଞ୍ଜିନିୟରଙ୍କୁ ଉଠବସ୍ କରାଇଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣିକୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆସନ୍ତା ଜୁଲାଇ ୫ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ବିଧାୟକ ନିଜର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଆବେଦନ କରିଥିବା ବେଳେ ଏହି ଆବେଦନର…

ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ

କଟକ : କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଆମ୍ବପଡା ବିଦ୍ୟାଳୟରେ କେହି ଦୁର୍ବୃତ୍ତ ଶ୍ରେଣୀ ଗୃହ ମଧ୍ୟରେ ପଶି ଜଣେ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରିବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି । ଶିକ୍ଷୟିତ୍ରୀ ଜଣକ ଶ୍ରେଣୀ ଗୃହରେ ପଢାଉଥିବା ବେଳେ ଅଚାନକ କେହି ଦୁର୍ବୃତ୍ତ ତାଙ୍କ ଉପରକୁ…

ରାଜ୍ୟସଭାରେ ସାଂସଦ ଅଶ୍ୱିନୀ ବୈଷ୍ଣବ ଓଡିଆରେ ଶପଥ ନେଲେ

ନୂଆଦିଲ୍ଲୀ : ନବନିର୍ବାଚିତ ରାଜ୍ୟସଭା ସଦସ୍ୟ ଭାବେ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବ ସୋମବାର ଦିନ ଓଡିଆରେ ଶପଥ ଗ୍ରହଣ କରିଛନ୍ତି । ଗୃହ ଆରମ୍ଭ ହେବାର କିଛି ସମୟ ପରେ ରାଜ୍ୟସଭାର ସଭାପତି ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଅଶ୍ୱିନୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।…

ଶସ୍ତା ହେଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର । ଜୁଲାଇ ପହିଲାରୁ ଅଣସବସିଡି ଯୁକ୍ତ ଏଲ୍‌ପିଜି ସିଲିଣ୍ଡର ଦର ୧୦୦.୫୦ ଟଙ୍କା ହ୍ରାସ ପାଇଛି । ଆଜିଠାରୁ ଏହା ଲାଗୁ ହୋଇଛି । ଫଳରେ ଦିଲ୍ଲୀରେ ଅଣସବସିଡି ଯୁକ୍ତ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ୬୩୭ ଟଙ୍କା ହୋଇଛି । ଏନଡ଼ିଟିଭିରେ ପ୍ରକାଶିତ…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ଓଡିଶାର ପ୍ରାୟ କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ଆକଳନ କରାଯାଇଛି । ଜିଲ୍ଲାଗୁଡିକ ମଧ୍ୟରେ ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ବାଲେଶ୍ୱର, ଅନୁଗୁଳ, ମୟୁରଭଞ୍ଜ, ସୁନ୍ଦରଗଡ,…

ମହଙ୍ଗା ପଡିବ ପେଟିଏମରେ ପେମେଣ୍ଟ କରିବା

ନୂଆଦିଲ୍ଲୀ: ପେଟିଏମରେ ପେମେଣ୍ଟ କରୁଥିଲେ ହୋଇଯା’ନ୍ତୁ ସାବଧାନ । ଆଜିଠାରୁ ପେଟିଏମ୍ ଡିସକାଉଣ୍ଟ ରେଟର ବୋଝକୁ ଗ୍ରାହକଙ୍କ ଉପରେ ଲଦିବାକୁ ଯାଉଛି । ବ୍ୟାଙ୍କ ଓ ବିଭିନ୍ନ ଏଟିଏମ କାର୍ଡ କମ୍ପାନୀ ଏମଡିଆର(ମରଚାଣ୍ଟ ଡ଼ିସକାଉଣ୍ଟ ରେଟ) ପ୍ରତିଟି ଡିଜିଟାଲ ଡ଼ିସକାଉଣ୍ଟ ଉପରେ ନେଇଥାନ୍ତି ।…

ଶ୍ରୀଜଗନ୍ନାଥ ପଢିଲେ ରାଜଜେମାଙ୍କ ଗୋପନ ଚିଠି !

ମହାପ୍ରଭୁ ଶ୍ରୀଜଗନ୍ନାଥ - ଏ ହେଉଛନ୍ତି ସେହି ଦାରୁବ୍ରହ୍ମରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ମହାପ୍ରଭୁ । ସେ ଅଲୌକିକତା ଓ ଅପୂର୍ବ ଲୀଳା କାରନାମା  ସହିତ ଭକ୍ତଜନଙ୍କ ହୃଦୟ କନ୍ଦରରେ ଅବସ୍ଥାନ କରିଥାଆନ୍ତି । ବଡ଼ଭାଇ ଶ୍ରୀବଳଭଦ୍ର, ସୁନାଭଉଣୀ ଦେବୀ ସୁଭଦ୍ରା ଓ ଆୟୁଧ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ…

ବଲିଉଡ୍‌କୁ ବାଏ ବାଏ କଲେ ଜାୟରା ୱସିମ

ମୁମ୍ବାଇ: ବଲିଉଡ୍‌କୁ ଅଲବିଦା କହିଛନ୍ତି ଦଙ୍ଗଲ ଚଳଚ୍ଚିତ୍ରରେ ନିଜର ଦମ୍‌ଦାର ଅଭିନୟରେ ସମସ୍ତଙ୍କ ମନ କିଣିଥିବା ଜାୟରା ୱସିମ । ଏଣିକି ସେ ଆଉ କୌଣସି ବଲିଉଡ୍‌ ଚଳଚ୍ଚିତ୍ରରେ ନଜର ଆସିବେ ନାହିଁ । ଆଗାମୀ କିଛିଦିନ ମଧ୍ୟରେ ମୁକ୍ତିଲାଭ କରିବକୁ ଥିବା ‘ଦ ସ୍କାଇ ଇଜି ପିଙ୍କ୍‌’ ତାଙ୍କର ଶେଷ…