Latest Odisha News

BREAKING NEWS

ବାଲିଯାତ୍ରା ବିଷୟରେ ସବିଶେଷ ତଥ୍ୟ ଦେବ ‘ଆମ ବାଲିଯାତ୍ରା ଆପ’

କଟକ: ପ୍ରସିଦ୍ଧ ବାଲିଯାତ୍ରାକୁ ଲୋକଙ୍କର ଆହୁରି ନିକଟତର କରାଇବା ପାଇଁ ଆସୁଛି ' 'ଆମ ବାଲିଯାତ୍ରା ଆପ' । ଏହାକୁ ପ୍ରସ୍ତୁତ କରିଛନ୍ତି କଟକ ନୂଆପଡ଼ା ଅଞ୍ଚଳର ୨୭ ବର୍ଷୀୟ ଯୁବ ସଫ୍ଟ୍ ୱେଆର୍ ଇଞ୍ଜିନିଅର ସୂର୍ଯ୍ୟ ନାରାୟଣ ବାରିକ ଓ ତାଙ୍କ ସହଯୋଗୀ । ତେବେ ଏହି ଆପଟି ବାଲିଯାତ୍ରାର ଠିକ୍…

ବିପଦପୂର୍ଣ୍ଣ ହେଲା ଦିଲ୍ଲୀ ପ୍ରଦୂଷଣ ପରିସ୍ଥିତି; ବଣ୍ଟନ ହେବ ୫୦ ଲକ୍ଷ ମାସ୍କ !

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ପରିସ୍ଥିତି ଏବେ ଚିନ୍ତାଜନକ ପାଲଟିଛି । ବିଷାକ୍ତ ବାୟୂ ଯୋଗୁଁ ଦିନରେ ମଧ୍ୟ ଦିଲ୍ଲୀ ଆକାଶ ଧୁଆଁମୟ ହୋଇ ପଡ଼ିଛି । ଇପିସିଏ କର୍ତ୍ତୃପକ୍ଷଙ୍କ ସର୍ବେକ୍ଷଣ ଅନୁଯାୟୀ ଶୁକ୍ରବାର ଦିନ ଦିଲ୍ଲୀରେ ପିଏମ ୨.୫ ୫୦୦ ସ୍ତର ଅତିକ୍ରମ କରିସାରିଛି, ଯାହାକି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨-୧୧-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ତା ୨ ରିଖ ଶନିବାର ତୁଳା ୧୬ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: ବୃଷ…

ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର୍ସ: ରୁଷିଆ ଦଳକୁ ୪-୨ ଗୋଲରେ ପରାସ୍ତ କଲା ଭାରତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ଭରପୁର ଦର୍ଶକଙ୍କ ସାମ୍ନାରେ ଭାରତୀୟ ହକି ଦଳ ରୁଷିଆ ଦଳକୁ ବିପକ୍ଷରେ ୪-୨ ଗୋଲରେ ପରାସ୍ତ କରି ବିଜୟ ହାସଲ କରିଛି । India beat Russia 4-2 in the first leg of the #Tokyo2020 men’s hockey qualifier.@mandeepsingh995 scored two…

ସ୍ୱର୍ଗଦ୍ୱାରରୁ ଅପସାରିତ ହେବ ବିଜୁ ପଟ୍ଟନାୟକଙ୍କ ସମାଧି ପୀଠ

ପୁରୀ: ଗତ ଦୁଇ ଦଶନ୍ଧି ଧରି ପୁରୀ ସ୍ୱର୍ଗଦ୍ୱାରରେ ନିର୍ମିତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧିସ୍ଥଳ ସ୍ଥାନାନ୍ତରୀତ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି । ସ୍ଥାନୀୟ କୋର୍ଟ ଏହି ସମାଧିସ୍ଥଳଟିକୁ ସ୍ୱର୍ଗଦ୍ୱାରରୁ ଅପସାରଣ କରିବାକୁ ୨୦୧୪ରେ ନିର୍ଦ୍ଦେଶ…

ଏଥର ସାଇକେଲରେ ବୁଲନ୍ତୁ ବାଲିଯାତ୍ରା !

କଟକ: ବାଲିଯାତ୍ରା ବୁଲିବା ପାଇଁ ଇଚ୍ଛା ଥାଇ ମଧ୍ୟ ଚାଲିଚାଲି ବୁଲିବାକୁ ପଡେ ବୋଲି କିଛି ଲୋକ ମନ ମାରି ଦିଅନ୍ତି । ତେବେ ଚଳିତଥର ବାଲିଯାତ୍ରାରେ ଆପଣଙ୍କ ଏହି ସମସ୍ୟାର ସମାଧାନ ହୋଇଯାଇଛି ବୋଲି ଜାଣି ରଖନ୍ତୁ । ଆପଣ ବାଲିଯାତ୍ରା ବି ବୁଲିବେ ଆଉ ଥକିବେ ମଧ୍ୟ ନାହିଁ । ଏଥର ଯାତ୍ରାରେ…

ସିନେମା ‘ଫ୍ରମ ମି ଟୁ ୟୁ’କୁ ପ୍ରଥମ ଦିନରେ ଦର୍ଶକଙ୍କ ଠାରୁ ମିଳିଛି ଭଲ ପ୍ରତିକ୍ରିୟା

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର 'ଫ୍ରମ ମି ଟୁ ୟୁ' ଶୁକ୍ରବାର ଦିନ ଓଡ଼ିଶାର ୩୦ଟି ହଲରେ ମୁକ୍ତି ଲାଭ କରିଛି । ପ୍ରଥମ ଦିନରେ ଚଳଚ୍ଚିତ୍ରଟିକୁ ମିଳିଛି ଦର୍ଶକଙ୍କ ଭଲପାଇବା । ପ୍ରଥମ ଦିନରେ ସିନେମାଟିକୁ ଦେଖିବା ପାଇଁ କଟକର ବୃନ୍ଦାବନ ସିନେମା ହଲରେ ଲୋକଙ୍କ ଭିଡ଼ ପାରିଲିଖିତ ହୋଇଥିଲା।…

ବଲିଉଡରେ ରାଜ୍ କରୁଥିବା ଏହି କଳାକାର ମାନେ ହେଉଛନ୍ତି ଓଡ଼ିଆ

ଭୁବନେଶ୍ୱର: ବଲିଉଡ କଳାକାରଙ୍କ କଳାକାରୀତାରେ ମୁଗ୍ଧ ପ୍ରାୟ ସମସ୍ତେ । ତେବେ ବଲିଉଡରେ ଏଭଳି ଅନେକ କଳାକାର ଅଛନ୍ତି ଯେଉଁମାନେ ଓଡିଶାରେ ଜନ୍ମ ନେଇଛନ୍ତି । ଆଜି ଆମେ ଆପଣଙ୍କୁ ସେହିଭଳି କିଛି କଳାକାରଙ୍କ ସମ୍ପର୍କରେ ଜଣାଇବୁ ଯେଉଁମାନେ ବଲିଉଡରେ ଯାଇ ଆମ ଓଡ଼ିଶାର ସମ୍ମାନ ବଜାଇ ରଖିଛନ୍ତି ।…

ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର୍ସ: ଆମେରିକାକୁ ୫-୧ ଗୋଲରେ ପରାସ୍ତ କଲା ଭାରତୀୟ ମହିଳା ଦଳ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଥିବା ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର୍ସ ହକିରେ ଆଜି ଭାରତୀୟ ମହିଳା ଦଳ ଯୁକ୍ତରାଷ୍ଟ୍ର ଆମେରିକା ଦଳକୁ ୫-୧ ଗୋଲରେ ପରାସ୍ତ କରିଛି । ଦଳ ପକ୍ଷରୁ ଗୁରଜିତ୍ କୌର୍ ଏକାକୀ ୨ଟି ଗୋଲ୍ ସ୍କୋର କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଲିଲିମା…

ପୁରୀ ସ୍ୱର୍ଗଦ୍ୱାରର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ କରାଯିବ ୫ କୋଟି ଟଙ୍କା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀ ସ୍ୱର୍ଗଦ୍ୱାରର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ। ଫୋନିକ୍ସ ଫାଉଣ୍ଡେସନ ସହଯୋଗରେ ଏହି ବିକାଶ ମୂଳକ କାମ କରାଯିବ। ଆଜି ସନ୍ଧ୍ୟାରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ…