Latest Odisha News

BREAKING NEWS

ବେରୋଜଗାର ହେବ ଭାରତ ପାଇଁ ଆଉ ଏକ ମହାମାରୀ !

ନୂଆଦିଲ୍ଲୀ: ଦେଶରେ ବେକାରୀ ସମସ୍ୟା ଏବେ କରୋନା ଭୂତାଣୁ ଠାରୁ ବଡ଼ ମହାମାରୀର ରୂପ ନେବାକୁ ଯାଉଛି । ଶୀଘ୍ର ବେରୋଜଗାରୀ ସମସ୍ୟା କମ୍ ନହେଲେ ଏହା ଭାରତର ଚିନ୍ତା ବଢ଼ାଇ ଦେବ । ସରକାରଙ୍କ ଅନୁସାରେ- ଚଳିତ ମାର୍ଚ୍ଚ ୨୦୨୧ରେ ଦେଶରେ ବେରୋଜଗାରୀ ୬.୫ ପ୍ରତିଶତ ରହିଛି । ସହରାଞ୍ଚଳରେ ୭.୧…

ପିଲା ଚୋର ସନ୍ଦେହରେ ଦୁଇ ଅଜଣା ଲୋକଙ୍କୁ ନିସ୍ତୁକ ମାଡ଼

ବାଲେଶ୍ୱର: ପିଲା ଚୋର ସନ୍ଦେହରେ ଅଜଣା ଲୋକଙ୍କୁ ମାଡ଼ । ଦୁଇ ଜଣଙ୍କୁ ଅଟକ ରଖି ନିସ୍ତୁକ ମାଡ଼ ମାରିଛନ୍ତି ଗାଁ ଲୋକ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରସୁଲପୁର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗୋଟିଏ କାରରେ ୪ ଜଣ ପିଲା ଚୋରି କରିବାକୁ ଆସିଥିବା ଅଭିଯୋଗ ହୋଇଛି । ସେମାନଙ୍କ…

ଭୟାବହ ଅଗ୍ନିକାଣ୍ଡ: ରାତିରେ ଶୋଇଥିବା ବେଳେ ନିଆଁ ଲାଗି ୫ଟି ପରିବାରର ୧୧ବଖରା ଜଳି ପାଉଁଶ

ଭଦ୍ରକ: ରାତିରେ ଶୋଇଥିବା ବେଳେ ଘରେ ଲାଗିଲା ନିଆଁ । ଚାହୁଁ ଚାହୁଁ ବ୍ୟାପିଲା । ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ଡେଇଁଲା । ନିଆଁ ଗିଳିଦେଲା ୫ଟି ପରିବାରର ୧୧ ବଖରା ଘର । ପାଉଁଶ ହୋଇଛି ବର୍ଷ ବର୍ଷର ସାଇତା ସମ୍ପତ୍ତି । ଭଦ୍ରକ ଜିଲ୍ଲା ଚରମ୍ପା ବେଲମଳା ଗାଁରେ ଗତକାଲି ରାତିରେ ଭୟାବହ…

କଟକରେ ଘରୋଇ ଶିକ୍ଷାନୁଷ୍ଠାନରେ ପୁଣି ୧୩ କରୋନା ପଜିଟିଭ୍

କଟକ: ପୁଣି ଥରେ କଟକରେ ବଢିଛି କରୋନା ସଂକ୍ରମଣ । ଏକ ଘରୋଇ କଲେଜରେ ଆଉ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ୭୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୧୩ ଜଣଙ୍କର ରିପୋର୍ଟ ପଜିଟିଭ୍ ବାହାରିଛି । ବୁଧବାର ଦିନ ସଂପୃକ୍ତ କଲେଜରୁ ୧୨ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

 ରାଶି ଫଳ ତା ୧୯-୩-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୧ ମସିହା ମାର୍ଚ୍ଚ ତା ୧୯ ରିଖ ଶୁକ୍ରବାର ମୀନ ୬ ଦିନ ଫାଲଗୁନ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର ଆଜିର ଘାତ ବାର-: ବିଛା ଧନୁ ଓ ମୀନ ରାଶିର ଆଜିର ଘାତ ଚନ୍ଦ୍ର-:…

କବି ପ୍ରସନ୍ନ କୁମାର ମିଶ୍ରଙ୍କ ଜୟନ୍ତୀ ଉପଲକ୍ଷେ ଫାଲଗୁନ ଆସର

ଭୁବନେଶ୍ୱର : ବିଶିଷ୍ଟ କବି ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ଜୟ ଭାରତ ଭବନରେ ଫାଲଗୁନ ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କବି ଶ୍ରୀ ମିଶ୍ରଙ୍କ ଜୀବନୀ ସମ୍ବନ୍ଧିତ ବୃତ୍ତଚିତ୍ର 'ରହୁ କି ନ ରହୁ' ପ୍ରଦର୍ଶିତ ହୋଇଥିଲା। ଏହାସହ ଡ. ମିଶ୍ରଙ୍କ ଜଣେ ଛାତ୍ର…

ରାଜ୍ୟ ସରକାରଙ୍କୁ ୧ ହଜାର କୋଟି ଟଙ୍କାର ଲାଭାଂଶ ଦେଲା ଓଏମ୍‌ସି

ଭୁବନେଶ୍ବର : ରାଜ୍ୟ ସରକାରଙ୍କୁ ୧ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପ୍ରଦାନ କରିଛି ଓଡ଼ିଶା ଖଣି ନିଗମ ବା ଓଏମସି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ଚେକ୍ ହସ୍ତାନ୍ତର କରିଛନ୍ତି ଇସ୍ପାତ ଏବଂ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଲୋକସେବା…

କେନ୍ଦୁଝରରେ ମୋଟର ସାଇକେଲ ଦୁର୍ଘଟଣା, ୨ ମୃତ

କେନ୍ଦୁଝର : କେନ୍ଦୁଝର ସଦର ଥାନା ବନାଯୋଡ଼ି ନିକଟରେ ମୋଟର ସାଇକେଲ ଦୁର୍ଘଟଣା । ଭାରସାମ୍ୟ ହରାଇ ମୋଟର ସାଇକେଲ୍ ବ୍ୟାରିକେଡ୍ ପିଟିହେବାରୁ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଜଣେ ବଡ଼ବିଲ ଥାନା ଝଡ଼ାଗାଁର ଅକ୍ଷୟ ନାଏକ ହୋଇଥିବା ବେଳେ, ଅନ୍ୟ ଜଣେ ଯୁବକଙ୍କର ପରିଚୟ…

୯୦୦୦ ରନ କ୍ଲବରେ ରୋହିତ, ଛକା ମାରି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କଲେ ସୂର୍ଯ୍ୟକୁମାର

ଅହମ୍ମଦାବାଦ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି୨୦ କ୍ରିକେଟରେ ଭାରତର ହିଟମ୍ୟାନ ରୋହିତ ଶର୍ମା ୯୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି । ବିରାଟ କୋହଲି (୯୬୫୦ରନ) ଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ସେ ଏହି କିର୍ତିମାନ ସ୍ଥାପନ କରିଛନ୍ତି । ରୋହିତ ବ୍ୟକ୍ତିଗତ ୧୨ ରନ କରିବା ପରେ ଏହି ସଫଳତା ହାସଲ…

ଗଡ଼କରୀଙ୍କ ବଡ଼ ଘୋଷଣା, ଆସନ୍ତା ବର୍ଷକ ମଧ୍ୟରେ ସମ୍ପୂର୍ଣ୍ଣ ଉଚ୍ଛେଦ ହେବ ଟୋଲ ଗେଟ୍

ନୂଆଦିଲ୍ଲୀ : ଆସନ୍ତା ଗୋଟିଏ ବର୍ଷ ମଧ୍ୟରେ ଦେଶରେ ଥିବା ସମସ୍ତ ଟୋଲ ଗେଟ୍ ଉଚ୍ଛେଦ ହେବ । ଜିପିଏସ୍ ବ୍ୟବସ୍ଥା ମାଧ୍ୟମରେ ଗାଡ଼ି ଗୁଡ଼ିକ ଠାରୁ ଆଦାୟ କରାଯିବ ଟୋଲ୍ ଫି । ଲୋକସଭାରେ ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ପରିବହନ ମନ୍ତ୍ରୀ…