Latest Odisha News

BREAKING NEWS

ପଞ୍ଚାନନ ସାମଲ ହେଲେ ଓଡ଼ିଶା ଲଳିତ କଳା ଏକାଡେମୀର ନୂତନ ସଚିବ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀର ନୂତନ ସଚିବ ଭାବରେ ପଞ୍ଚାନନ ସାମଲ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛନ୍ତି। ଏକାଡେମୀର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଶ୍ରୀ ସାମଲ ଏହି ଦାୟିତ୍ୱ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା ୨୧-୫-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୨୧ ରିଖ ଶୁକ୍ରବାର ବୃଷ ୭ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ନବମୀ ତିଥି ପୂର୍ବା ଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର-: ବିଛା, ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର-: କର୍କଟ ଓ ମକର ରାଶି…

ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଆଲୋଚନାଚକ୍ର

ଭୁବନେଶ୍ୱର : ବିଶିଷ୍ଟ ଆଧ୍ୟାତ୍ମିକ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ତ୍ରୟୋଦଶ ଯାତ୍ରା ନୀଳାଦ୍ରି ମହୋଦୟାଷ୍ଟମୀର ତାତ୍ପର୍ଯ୍ୟ ଓ ନୀତି ସମ୍ବନ୍ଧରେ ଅନଲାଇନ ମାଧ୍ୟମରେ ଏକ ଧାର୍ମିକ ଆଲୋଚନାଚକ୍ର ତାରିଖ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି…

ମହୁଲ ଫୁଲ ଚୋରା ଚାଲାଣ

ବସୁଲେଇ: ମହୁଲ ଫୁଲ ଚୋରା ଚାଲାଣ ବେଳେ ଧରା ପଡିଲେ ଅଭିଯୁକ୍ତ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୁଲେଇ ଗାଁ ନିକଟରୁ ମହୁଲ ବୋଝେଇ ପିକଅପ ଭ୍ୟାନ ଜବତ ହୋଇଛି । ମହୁଲ ଫୁଲ ଚାଲାଣ ନେଇ ପୁଲିସ ପାଖରେ ଖବର ଥିବା ବେଲେ ଗାଡ଼ିକୁ ଅଟକାଇ ଜବତ କରିଛି ପୋଲିସ । ଏଥିସହିତ ୩ ଜଣଙ୍କୁ ଗିରଫ…

ହ୍ବାଇଟ୍ ଫଙ୍ଗସର କେଉଁ ସବୁ ଲକ୍ଷଣ ରହିଛି, ଜାଣନ୍ତୁ…

ନୂଆଦିଲ୍ଲୀ: ଦେଶରେ ବ୍ଲାକ୍ ଫଙ୍ଗସ୍ ରୋଗ ଧିରେଧିରେ ବୃଦ୍ଧି ପାଉଥିବା ବେଳେ ହ୍ବାଇଟ୍ ଫଙ୍ଗସ୍ ଚିନ୍ତା ବଢ଼ାଇଛି। ରିପୋର୍ଟ ମୁତାବକ, ବିହାରରେ ଚାରିଜଣ ରୋଗୀଙ୍କ ମଧ୍ୟରେ କରୋନା ଭଳି ଲକ୍ଷଣ ଦେଖାଯାଇଥିଲା। ହେଲେ ସେମାନଙ୍କ କରୋନା ପରୀକ୍ଷା ନେଗେଟିଭ ବାହାରିଥିଲା। କିନ୍ତୁ ଟେଷ୍ଟ ପରେ…

ଅର୍ଥ ପାଇଁ ଅନର୍ଥ, ଗଡିଲା ଠିକାଦାର ମୁଣ୍ଡ

କୋରାପୁଟ: ସାରା ଦେଶରେ ଆପାତକାଳୀନ ସ୍ଥିତି । ହେଲେ ଏବେ ବି ଲୋକ ନିଜ ସ୍ୱାର୍ଥ ହାସଲ କରିବା ପାଇଁ ରକ୍ତର ରଙ୍ଗ ଦେଖିବାକୁ ଉଚିତ୍ ମଣୁଛନ୍ତି । କିଛି ଏଭଳି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକ୍ । ସୂଚନା ଅନୁଯାୟୀ ରାମ ଖିଲ ନାମକ ଜଣେ ବ୍ୟକ୍ତି…

ଶୁକ୍ରବାର ୪ ଜିଲ୍ଲାରେ ବନ୍ଦ ରହିବ କୋଭିଡ୍ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାକରଣ ଜାରି ରହିଛି । ଆଜି ୪୬୩ଟି କେନ୍ଦ୍ରରେ ୫୮ ହଜାର ୨୦୮ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଛି । ଏଯାବତ୍ ରାଜ୍ୟରେ ୬୮ ଲକ୍ଷ ୭୦ ହଜାର ୩୨୬ ଡୋଜ୍ ଟିକା ଦିଆଯାଇଛି । ୩ ଲକ୍ଷ ୨୮ ହଜାର ୧୦୯ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୨ ଲକ୍ଷ ୭୬…

ଝାରପଡ଼ା ଜେଲରେ କଏଦୀ ଓ କର୍ମଚାରୀଙ୍କୁ ମିଶାଇ ୯୬ ଜଣଙ୍କୁ କରୋନା

ଭୁବନେଶ୍ୱର: ଜେଲରେ ବ୍ୟାପୁଛି କରୋନା । ଝାରପଡ଼ା ସ୍ୱତନ୍ତ୍ର ଜେଲରେ କଏଦୀ ଓ କର୍ମଚାରୀଙ୍କୁ ମିଶାଇ ୯୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଝାରପଡ଼େ ଜେଲରେ ୧୯୫ ଜଣ ଅନ୍ତେବାସୀ ଓ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା । ସେଥିମଧ୍ୟରୁ ୯୬ ଜଣ କରୋନା ସଂକ୍ରମିତ ଥିବା…

ବ୍ଲାକ୍ ଫଙ୍ଗସ ପରେ ଆସିଲା ହ୍ବାଇଟ୍ ଫଙ୍ଗସ୍, ଜାଣନ୍ତୁ କେତେ କ୍ଷତିକାରକ

ପାଟନା: କରୋନା ମହାମାରୀ ମଧ୍ୟରେ ଚାରିଆଡେ ଆତଙ୍କ ଖେଳାଇଛି ବ୍ଲାକ୍ ଫଙ୍ଗସ୍। ଖାସକରି ବିହାରରେ ବ୍ଲାକ୍ ଫଙ୍ଗସ୍ ରୋଗ ଧିରେଧିରେ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ପାଟନାରେ ହ୍ବାଇଟ୍ ଫଙ୍ଗସ୍ ମାମଲା ଚିହ୍ନଟ ହେବା ପରେ ସାଧାରଣରେ ଆତଙ୍କ ଖେଳିଯାଇଛି। ପାଟନାରେ ହ୍ବାଇଟ୍ ଫଙ୍ଗସ୍ ର…

ଝାରପଡ଼ା ଜେଲରୁ କେନ୍ଦ୍ରାପଡ଼ା ସ୍ଥାନାନ୍ତର ହେଲା ଦୁର୍ଦ୍ଦାନ୍ତ ବିକ୍ରମର ସହଯୋଗୀ ବୁଢ଼ା

ଭୁବନେଶ୍ୱର: ଜେଲରୁ ସଂଗଠିତ ହେଉଥିବା ଅପରାଧ ରୋକିବାକୁ ଜାରି ରହିଛି ଅପରେସନ୍ କ୍ଲିନ୍ ଅପ୍ । ଆଜି ଭୁବନେଶ୍ୱର ଝାରପଡ଼ା ସ୍ୱତନ୍ତ୍ର ଜେଲରୁ ଦୁର୍ଦ୍ଦାନ୍ତ ଅପରାଧୀ ବିକ୍ରମ ନାୟକର ସହଯୋଗୀ ବୁଢ଼ା ଓରଫ କାହ୍ନୁକୁ କେନ୍ଦ୍ରାପଡ଼ା ସ୍ଥାନାନ୍ତର କରାଯାଇଛି । ୨୦୦୯ ମସିହାରେ ଜେଲ୍ ୱାର୍ଡର…