Latest Odisha News

BREAKING NEWS

ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ଜେଏସପିଏଲ ଫାଉଣ୍ଡେସନ, ୬୦ଜଣ ଗ୍ରାମୀଣ ମହିଳା ଉଦ୍ୟୋଗୀ ପୁରସ୍କୃତ  

ବଡ଼ବିଲ: ନିଜେ ଉଦ୍ୟୋଗୀ ହୋଇ ଅନ୍ୟମାନଙ୍କୁ ରୋଜଗାରର ବାଟ ଦେଖାଇଥିବା ୬୦ ଜଣ ଗ୍ରାମୀଣ ମହିଳାଙ୍କୁ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ପୁରସ୍କୃତ କରାଯାଇଛି ।  କେନ୍ଦୁଝର ଜିଲ୍ଲାର ଦେଓଝର ଏବଂ କଣ୍ଡରା ଗ୍ରାମପଞ୍ଚାୟତର ଏହି ମହିଳାମାନେ ଫାଉଣ୍ଡେସନ ଦ୍ୱାରା ବିଭିନ୍ନ ଜୀବିକା ସୃଷ୍ଟିକାରୀ…

ଟି୨୦ ବିଶ୍ୱକପ ପୂର୍ବରୁ ଭାରତ ଆଉ ୨ଟି ସିରିଜ ଖେଳିବ

ନୂଆଦିଲ୍ଲୀ:ଆଇସିସି ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ଆଉ ୨ଟି ଦ୍ୱିପାକ୍ଷିକ ସିରିଜ ଖେଳିବା ନେଇ ବିଚାର କରୁଛି । ଅକ୍ଟୋବର ଶେଷ ସପ୍ତାହରେ ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ବିସିସିଆଇ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ଆୟୋଜନ…

ରବର୍ ବଏଙ୍କ କମାଲ୍, ନିଜ ଶରୀରକୁ ଆଗ ଓ ପଛ ଉଭୟ ପଟୁ ଛୁଇଁପାରୁଛନ୍ତି 

ପଞ୍ଜାବ: ସାଧାରଣ ମଣିଷ ଲାଗୁଥିବା ଜଣେ ଅସାଧାରଣ ବାଳକ । ଦେଖିବାକୁ ମଣିଷ ଭଳି ସେମ୍ ଟୁ ସେମ୍ । କଥାବାର୍ତ୍ତା ବି ସମାନ । ଆଚରଣ ଉଚ୍ଚାରଣରେ ବି ରହିଛି ସମାନତା । ହେଲେ ମଣିଷଠୁ ଭିନ୍ନ ଏଭଳି ଜଣେ ମଣିଷ ଯିଏ ପିଠି ପର୍ଯ୍ୟନ୍ତ ବୁଲାଇ ପାରନ୍ତି ନିଜ ମୁଣ୍ଡକୁ । ପଞ୍ଜାବ ଲୁଧିଆନା ଅଞ୍ଚଳର ଏହି…

ଦିଲ୍ଲୀ ଚାଲାଣ ବେଳେ ୧୪୦ କିଲୋ ଗଞ୍ଜେଇ ଜବତ, ୩ ଗିରଫ

କଟକ: ଓଡ଼ିଶାରୁ ଦେଶ ବିଭିନ୍ନ ରାଜ୍ୟକୁ ବଢୁଛି ଗଞ୍ଜେଇ ଚୋରା ଚାଲାଣ । କୋରାପୁଟରୁ ଦିଲ୍ଲୀ ଚାଲାଣ ବେଳେ ୧କ୍ୱିଣ୍ଟାଲ ୪୦ କିଲୋ ଗଞ୍ଜେଇ ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଏକ ବିଳାସପୂର୍ଣ ଗାଡ଼ିରେ ଚାଲାଣ ହେଉଥିଲା ଗଞ୍ଜେଇ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି ।…

ବରଗଡର ସଫଳ ଚାଷୀ ରାମକୃଷ୍ଣ ସାହୁ ….କଣ ତାଙ୍କ ସଫଳତାର ରହସ୍ୟ, ଆସନ୍ତୁ ଜାଣିବା

ବରଗଡ: ସୋହେଲା ବ୍ଲକ ଘୁମୁନିପାଲି ଗାଁର ରାମକୃଷ୍ଣ ସାହୁ । ପରିବାର କହିଲେ ବାପା, ମା, ସ୍ତ୍ରୀ ଏବଂ ଗୋଟେ ଝିଅ । ବାପା ତାଙ୍କର ଚାଷ କାମ କରି ପରିବାର ଚଳାଉଥିଲେ । ରାମକୃଷ୍ଣ ନବମ ଶ୍ରେଣୀ ଯାଏଁ ପାଠ ପଢିବା ପରେ ସହରକୁ ବାହାରକୁ ଯାଇ ଏକ ବେସରକାରୀ ସଂସ୍ଥାରେ ଦୀର୍ଘ ୭ ବର୍ଷ କାଳ…

ପଞ୍ଜାବରେ ବିଗୁଡୁଛି କରୋନା ସ୍ଥିତି, ବଢ଼ିଲା ନାଇଟ୍ କର୍ଫ୍ୟୁ ଅବଧି

ଚଣ୍ଡୀଗଡ଼: ପଞ୍ଜାବରେ ବଢୁଛି କରୋନା ସଂକ୍ରମଣ । ତାସହ କଟକଣା ବି କଡ଼ାକଡ଼ି ହେଉଛି । ପୂର୍ବରୁ ଜାରି ହୋଇଥିଲା ନାଇଟ୍ କର୍ଫ୍ୟୁ । ଏବେ ରାତ୍ରିକାଳୀନ କର୍ଫ୍ୟୁ ସମୟସୀମାକୁ ବଢ଼ାଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାବପଟେନ୍ ଅମରିନ୍ଦର ସିଂହ । ଏଣିକି ରାତି ୧୧ଟା ନୁହେଁ, ରାତି ୯ଟାରୁ…

ବିଜେପି ବିଧାୟକଙ୍କୁ ଆଲୋଚନାରେ କି ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ ?

ଭୁବନେଶ୍ୱର: ମଣ୍ଡିରୁ ଧାନ ଉଠିାଇବା ଓ ବିଧାନସଭା ଅଚଳାବସ୍ଥା ସମ୍ପର୍କରେ ବିଜେପି ବିଧାୟକଙ୍କ ସହ ନବୀନ ନିବାସରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହର ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି ବିଜେପି ବିଧାୟକ । ଆଜି ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା…

ଦିଦିଙ୍କ ଖେଲା ହୋବେ, ମୋଦିଙ୍କ ଜବାବ ଖେଲା ଶେଷ ହୋବେ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବ୍ୟାଟଲ୍ ଗ୍ରାଉଣ୍ଡ । ନିର୍ବାଚନ ତାରିଖ ଯେତିକି ପାଖଉଛି ଟିଏମସି-ବିଜେପି ପ୍ରଚାର ସେତିକି ସରଗରମ ହେଉଛି । ତେଜୁଛି ବାକଯୁଦ୍ଧ । ହ୍ୱିଲ ଚେୟାରରେ ବସି ପ୍ରଚାରକୁ ଓହ୍ଲାଇଥିବା ଦିଦି ପ୍ରତି ରାଲି ଓ ସଭାରେ ଖେଲା ହୋବେ ବୋଲି ନାରା ଦେଉଛନ୍ତି । ତାଙ୍କୁ ଆଜି…

ନବୀନ ନିବାସରେ ବିଜେପି ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ବିଧାନସଭାରେ ଅଚଳାବସ୍ଥା ଓ ଧାନ ମଣ୍ଡି ଅବ୍ୟବସ୍ଥା ସମ୍ପର୍କରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସ ଯାଇଛି ବିଜେପି ବିଧାୟକଙ୍କ ଟିମ୍ । ସେମାନେ ନବୀନ ନିବାସ ଆଗରେ ଧାରଣା ଦେଇଥିବା ବେଳେ ସେମାନଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଚାଲି…

ଚାଷୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସରେ ବିଜେପି ବିଧାୟକ ଟିମ୍

ଭୁବନେଶ୍ୱର: ଚାଷୀ ପ୍ରସଙ୍ଗରେ ବିଧାନସଭା ଅଚଳ । ଚାଲି ପାରୁନି ଗୃହ । ଛଅ ଦିନ ହେଲା ଅଚଳାବସ୍ଥା ଲାଗି ରହିଛି । ମଣ୍ଡି ଅବ୍ୟବସ୍ଥା ସମ୍ପର୍କରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସ ଆସୁଛି ବିଜେପି ବିଧାୟକଙ୍କ ଟିମ୍ । ମଣ୍ଡିରୁ କେବେ ଧାନ ଉଠିବ ସେନେଇ ଆଲୋଚନା…