Latest Odisha News

BREAKING NEWS

ପାକିସ୍ତାନକୁ କ୍ୟାନ୍ସର ସହ କାହିଁକି ତୁଳନା କଲେ ଯୋଗୀ? 

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏହାରି ମଧ୍ଯରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପାକିସ୍ତାନକୁ କ୍ୟାନ୍ସର ବୋଲି ବିବେଚନା କରିଛନ୍ତି ଏବଂ ଏହାର ଚିକିତ୍ସା ନହେବା ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହେବ ନାହିଁ ବୋଲି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନ ମାନବିକତା ପାଇଁ କ୍ୟାନ୍ସର ଭଳି ଏବଂ ଏହାର ଉପଶମ ପାଇଁ ବିଶ୍ୱ ଶକ୍ତି ଏକାଠି ଆଗକୁ ଆସିବାକୁ ପଡିବ।

ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀର ସମ୍ପର୍କରେ ସେ କହିଛନ୍ତି ଯେ ବର୍ତ୍ତମାନ ସେଠାରେ ଥିବା ଲୋକମାନେ ଭାରତରେ ସାମିଲ ହେବାକୁ ଚାହୁଁଛନ୍ତି।

Comments are closed.