Latest Odisha News
Browsing Tag

pakistan

ବେଲୁଚିସ୍ତାନ ଉପରେ ଇରାନର ମିଶାଇଲ ମାଡ଼, ଚେତାବନୀ ଦେଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ବେଲୁଚିସ୍ତାନ ଉପରେ ଇରାନ ମିଶାଇଲ ମାଡ଼ କରିଥିବା ସୂଚନା ରହିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି। ତେବେ ଏହି ଆକ୍ରମଣକୁ ନେଇ ପାକିସ୍ତାନ ପକ୍ଷରୁ ଘୋର ନିନ୍ଦା କରାଯାଇଛି। ପାକିସ୍ତାନ କହିଛି ଏହା ବେଆଇନ ଓ…

ପାକିସ୍ତାନୀ କହୁଛନ୍ତି ଯେ ଭାରତର ବିଭାଜନ ଏକ ବଡ ଭୁଲ୍ ଥିଲା

ନୂଆଦିଲ୍ଲୀ: ବର୍ତ୍ତମାନ ଦିଲ୍ଲୀରେ ସାରା ବିଶ୍ୱର ବିଶିଷ୍ଟ ନେତାମାନଙ୍କର ମେଳା ଲାଗିଛି । ଜି-୨୦ ଶିଖର ସମ୍ମିଳନୀ ପାଇଁ ବିଭିନ୍ନ ଦେଶର ବଡ ନେତାମାନେ ଭାରତ ଆସିଛନ୍ତି। ଅନ୍ୟପକ୍ଷରେ, ଭାରତରେ ଜି -୨୦ର ବିଶାଳ ଆୟୋଜନକୁ ନେଇ ପାକିସ୍ତାନର ଲୋକମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି ।…

ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ଠାରୁ ଶାହିନ୍ ଆଫ୍ରିଦି ପର୍ଯ୍ୟନ୍ତ, ଏସିଆ କପ୍ ସୁପର-୪ରେ ଅନ୍ତର୍ଭୁକ୍ତ ଥିବା…

ଭୁବନେଶ୍ୱର: ଏସିଆ କପ୍ ୨୦୨୩ରେ ଏପର୍ଯ୍ୟନ୍ତ ଅନେକ ଖେଳାଳିମାନେ ଗୁରୁତ୍ୱପୂର୍ଣ୍ଣ ସମୟରେ ନିଜ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏସିଆ କପ୍ ୨୦୨୩ରେ ଗ୍ରୁପ୍ ପର୍ଯ୍ୟାୟ ସମାପ୍ତ ହୋଇଛି ଏବଂ ଭାରତ, ପାକିସ୍ଥାନ, ଶ୍ରୀଲଙ୍କା ଓ ବାଙ୍ଗ୍ଲାଦେଶ ଗ୍ରୁପ୍ ପର୍ଯ୍ୟାୟ…

ପାକିସ୍ତାନରେ ଅର୍ଥନୈତିକ ସଙ୍କଟକୁ ଦୃଷ୍ଟିରେ ରଖି ବୈଠକ ରଖିଲେ ସେନା ମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନରେ ଅର୍ଥନୈତିକ ଦୁର୍ବଳତା ଜାରି ରହିଥିବା ବେଳେ ଏନେଇ ସେନା ମୁଖ୍ୟ ଅସୀମ ମୁନିର ବ୍ୟବସାୟ ଗୋଷ୍ଠୀ ସହିତ ବୈଠକ କରିଛନ୍ତି। ଦେଶର ଆବଶ୍ୟକତା ଅନୁଯାୟୀ ବିଦେଶୀ ପୁଞ୍ଜି ବିନିଯୋଗ ଆଣିବା ପାଇଁ ସେ ସବୁକିଛି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଚାରି ଘଣ୍ଟିଆ ମାରାଥନ…

ଏସିଆ କପରେ ପୁଣି ଥରେ ଭାରତ-ପାକିସ୍ତାନ ମୁହାଁମୁହିଁ

ନୂଆଦିଲ୍ଲୀ: ଏସିଆ କପ୍ କ୍ରିକେଟ୍ ମହାସଂଗ୍ରାମରେ ଅଂଶଗ୍ରହଣ କରିଥିବା ସବୁ ଦଳ ନିଜ ନିଜର ଉତ୍ତମ ପ୍ରଦର୍ଶନ କରିବା ପାଇଁ ଲକ୍ଷ ରଖିଛନ୍ତି। କିନ୍ତୁ ସେଥି ମଧ୍ୟରୁ ୨ଟି ଦଳ ଉପରେ ସମସ୍ତଙ୍କର ବିଶେଷ ନଜର ରହିଛି। ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିବା ବିଗତ ମ୍ୟାଚ୍ ଗୁଡ଼ିକରେ ବର୍ଷା ଏକ ବିରାଟ…

ପାକିସ୍ତାନରେ ବିଜୁଳି, ପେଟ୍ରୋଲ ଓ ଚିନି ସମସ୍ୟା ପରେ ଏବେ ପାଣି ପାଇଁ ହାହାକାର

ନୂଆଦିଲ୍ଲୀ: ସାରା ବିଶ୍ବରେ ଚନ୍ଦ୍ରାଯାନ୍-୩, ଆଦିତ୍ୟ ଏଲ୍-୧, ଜି-୨୦ ସମ୍ମିଳନୀ ଓ ଗଦର-୨ ସିନେମା ଆଦି ଭାରତର ସଫଳତା ଓ ଉପଲବ୍ଦ୍ଧିକୁ ନେଇ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଭାରତରେ ମଧ୍ୟ ୨୦୨୪ ନିର୍ବାଚନକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। କିନ୍ତୁ ଆମ ପଡୋଶୀ ଦେଶ ପାକିସ୍ତାନ ବିଷୟରେ ଚର୍ଚ୍ଚାର…

ପାକିସ୍ତାନରେ ପେଟ୍ରୋଲ ଦରକୁ ନେଇ ହାହାକାର: ମୂଲ୍ୟ ୩୦୦ ଟଙ୍କାରୁ ଊର୍ଦ୍ଧ୍ୱ

ନୁଆଦିଲ୍ଲୀ: ଦିନକୁ ଦିନ ପାକିସ୍ତାନରେ ଆର୍ଥିକ ସଙ୍କଟ ବଢ଼ିବାରେ ଲାଗିଛି । ବୁର୍ବରୁ ବିଜୁଳି ଦର ବୃଦ୍ଧି ସାଧାରଣ ଲୋକଙ୍କ କମର ଭାଙ୍ଗି ଦେଇଥିବା ବେଳେ ଏବେ ପେଟ୍ରୋଲ୍ ଦରକୁ ନେଇ ଚାରିଆଡ଼େ ହାହାକାର ସୃଷ୍ଟି ହୋଇଛି । ପାକିସ୍ତାନରେ ଗଭୀର ଆର୍ଥିକ ସଙ୍କଟ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର…

ପାକିସ୍ତାନରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା, ୨୨ ମୃତ

କରାଚି: ରବିବାର ପାକିସ୍ତାନରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ରାବଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ୍ ହୋଇଥିବା ବେଳେ ଏବେ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ହୋଇଛି । ୮୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଶହଜାଦପୁର ଓ ନବାବଶାହ ମଝିରେ ଥିବା ସହାରା…

ପାକିସ୍ତାନ ଉପକୂଳରେ ମାଡ଼ ହୋଇପାରେ ବାତ୍ୟା ‘ବିପର୍ଯ୍ୟୟ’

ନୂଆଦିଲ୍ଲୀ: ଆରବସାଗରରେ ଶକ୍ତିଶାଳୀ ହୋଇ ବାତ୍ୟା ‘ବିପର୍ଯ୍ୟୟ’ ଭୟଙ୍କର ବାତ୍ୟାରେ ପରିଣତ ହୋଇଛି । ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଭୟଙ୍କର ବାତ୍ୟା ‘ବିପର୍ଯ୍ୟୟ’ ଉତ୍ତର ଦିଗକୁ ଗତି କରୁଛି । ଏବେ ବାତ୍ୟା ‘ବିପର୍ଯ୍ୟୟ’ ମୁମ୍ବାଇ ଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମରେ…