Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି : ଜଗତସିଂହପୁର ଜିଲ୍ଲାର ୧ନଂ ଜୋନରେ ଆଗରେ ବିଜେଡି

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ଚାଲିଛି ଭୋଟ ଗଣତି । ଜଗତସିଂହପୁର ଜିଲ୍ଲାର ସମସ୍ତ ବ୍ଳକ ଅନ୍ତର୍ଗତ ୧ନଂ ଜୋନ ଗୁଡିକରେ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଥିବାବେଳେ ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ସମସ୍ତ ଜିଲ୍ଲା ପରିଷଦ ଆସନରେ ଆଗୁଆ ରହିଥିବାର ସୂଚନା ମିଳିଛି।

Comments are closed, but trackbacks and pingbacks are open.