Latest Odisha News

BREAKING NEWS

କରୋନା ପାଇଁ ଜିମ୍ ବନ୍ଦ; ରାସ୍ତାରେ ବ୍ୟାୟାମ କରୁଛନ୍ତି ଲୋକେ

ନାଗପୁର: ସାରା ବିଶ୍ୱରେ ଆତଙ୍କର କାରଣ ପାଲଟିଥିବା କରୋନାଭାଇରସ ମହାମାରୀ ଦିନକୁ ଦିନ ଜଟିଳ ସ୍ଥିତି ସୃଷ୍ଟି କରୁଛି । ଏଭଳି ସ୍ଥିତିରେ ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ଲେକେ ଏକାଠି ମିଶି ରାସ୍ତାରେ ବ୍ୟାୟାମ କରୁଛନ୍ତି । ଆମେ ବ୍ୟାୟାମ ଦ୍ୱାରା ଆମର ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛୁ ବୋଲି ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ।

କରୋନାଭାଇରସର ଭୟାବହତାକୁ ଦେଖି କେନ୍ଦ୍ର ସରକାର ସମଗ୍ର ଦେଶରେ ସ୍କୁଲ, କଲେଜ, ଜିମ୍‌, ଥିଏଟର, ମ୍ୟୁଜିୟମ, ସୁଇମିଂ ପୁଲକୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ କରିଦେଇଛନ୍ତି । ଯାହାପରେ ଲୋକେ ବ୍ୟାୟାମ କରିବା ପାଇଁ ରାସ୍ତାକୁ ବାହାରିଛନ୍ତି ।

Leave A Reply

Your email address will not be published.