Latest Odisha News
Browsing Tag

petrol price hike

ତେଲ ଦର ବୃଦ୍ଧିରେ ଲାଗୁନି ଲଗାମ୍ : ପେଟ୍ରୋଲ ୮୬ପଇସା ଓ ଡିଜେଲ ୮୫ପଇସା ବୃଦ୍ଧି

ଭୁବନେଶ୍ୱର: ତେଲ ଦର ବୃଦ୍ଧିରେ ଲାଗୁନି ଲଗାମ୍ । ଆଜି ପେଟ୍ରୋଲ ୮୬ପଇସା ଓ ଡିଜେଲ ୮୫ପଇସା ବଢିଛି । କିଛି ଦିନ ହେଲା ତେଲ ଦର ବୃଦ୍ଧିରେ ଲାଗୁନି ବ୍ରେକ୍ । ଆଜି ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ୍ ଦର । ଦେଶରେ ଆଜି ପେଟ୍ରୋଲ ଓ ଡିଜେଲ୍ ଦର ଲିଟର୍ ପିଛା ୮୦ ପଇସା ବୃଦ୍ଧି ପାଇଛି ।…

ତୈଳ ଦର ବୃଦ୍ଧି ନେଇ ବଢ଼ିଲା ଲୋକଙ୍କ ଚିନ୍ତା

ମାଲକାନଗିରି: ଉପାନ୍ତ ଅଞ୍ଚଳ ମାଲକାନଗିରିରେ ପୁଣି ବଢ଼ିଲା ତୈଳ ଦର। କାଲିମେଳା ଅଞ୍ଚଳରେ ତେଲ ଦର ସେଞ୍ଚୁରି ମାରିଥିବାବେଳେ ଏବେ ୧୧୩ଟଙ୍କା ବୃଦ୍ଧି ପାଇ ପୁଣି ରେକର୍ଡ଼ ସୃଷ୍ଟି କରିଛି। ହେଲେ ମାଲକାନଗିରି ଭଳି ଏକ ପଛୁଆ ଜିଲ୍ଲାରେ ତୈଳ କମ୍ପାନୀର ବୃଦ୍ଧି ପାଉଥିବା ଦର ସମସ୍ତଙ୍କ ଚକିତ…

ଜାଣନ୍ତୁ, ମେ’ ମାସରେ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିଛି କେତେ ?

ନୂଆଦିଲ୍ଲୀ: ମେ ମାସରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିଲା । ତାସହ ପେଟ୍ରୋଲ ଓ ଡିଜେଲ୍ ଦାମ୍ ବି ବଢ଼ିଛି । ମେ ମାସରେ ମହଙ୍ଗା ହୋଇଛି ତୈଳ ଦର । ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ଗ୍ରାହକଙ୍କ ପକେଟରେ ମହଙ୍ଗା ମାଡ଼ କରିଛି । ଗୋଟିଏ ମାସରେ ପେଟ୍ରୋଲ ଲିଟର ପ୍ରତି ଦର ୩ଟଙ୍କା ୮୩ ପଇସା ଓ…

ମାଲକାନଗିରିରେ ୯୭ ଟପିଲା ଡିଜେଲ, ଶହେ ମୁହାଁ ପେଟ୍ରୋଲ୍

ଭୁବନେଶ୍ୱର: ଦେଶରେ ପେଟ୍ରୋଲ ଓ ଡିଜେଲର ଦର ପୁଣି ବଢ଼ିଛି । ଚଳିତ ମାସରେ ୧୪ ଥର ପାଇଁ ବଢ଼ିଛି ତୈଳଦର । ଆଜି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ୨୪ ପଇସା ଓ ଡିଜେଲ୍ ୨୯ ପଇସା ବଢ଼ିଛି । ରାଜ୍ୟର ୭ଟି ଜିଲ୍ଲାରେ ଡିଜେଲ୍ ଦର ୯୪ ଟଙ୍କା ଉପରେ ରହିଛି । ମାଲକାନଗିରିରେ ଡିଜେଲର…

ଓଡ଼ିଶାର ୯ ଜିଲ୍ଲାରେ ୯୫ ଡେଇଁଲା ପେଟ୍ରୋଲ୍, ମାଲକାନଗିରିରେ ଲିଟର ୯୮.୫୩ ଟଙ୍କା

ଭୁବନେଶ୍ୱର: ଦେଶରେ ତୈଳଦର ଆଜି ପୁଣି ବଢ଼ିଛି । ଯାହାର ପ୍ରଭାବ ଓଡ଼ିଶା ବଜାରରେ ମଧ୍ୟ ପରିଲକ୍ଷିତ ହୋଇଛି । ପେଟ୍ରୋଲ୍ ସହ ଡିଜେଲର ଦର ବୃଦ୍ଧି ପାଇଛି । ଗାଜା ପଟ୍ଟିରେ ବୃଦ୍ଧି ପାଉଥିବା ଉତ୍ତେଜନା ପାଇଁ ଆମେରିକା ଓ ପଶ୍ଚିମ ଏସିଆ ଦେଶର ତୈଳଶିଳ୍ପ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।…

ଆଜି ପୁଣି ବଢ଼ିଲା ତୈଳଦର, ରାଜ୍ୟର ୧୨ ଜିଲ୍ଲାରେ ୯୫ ଉପରେ ପେଟ୍ରୋଲ

ଭୁବନେଶ୍ୱର: ତୈଳ କମ୍ପାନୀ ପୁଣି ମଙ୍ଗଳବାର ଡିଜେଲ ଓ ପେଟ୍ରୋଲ ଦର ବଢ଼ାଇଛନ୍ତି । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ୨୭ ପଇସା ବଢ଼ିଥିବା ବେଳେ ଡିଜେଲ୍ ୩୦ ପଇସା ମହଙ୍ଗା ହୋଇଛି । ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ପରେ ଏବେ ତେଲଦର ବଢ଼ି ବଢ଼ି ଚାଲିଛି । ନିର୍ବାଚନ ପରେ ୬ ଦିନ…

ଲଗାତାର ତୃତୀୟ ଦିନ ବୃଦ୍ଧି ପାଇଲା ତୈଳଦର, ରାଜ୍ୟର ୮ ଜିଲ୍ଲାରେ ୯୪ ଉପରେ ପେଟ୍ରୋଲ

ଭୁବନେଶ୍ୱର: ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶରେ ବିଧାନସଭା ନିର୍ବାଚନ ସରିବା କ୍ଷଣି ଲୋକଙ୍କ ଉପରେ ମହଙ୍ଗା ମାଡ଼ ଆରମ୍ଭ ହୋଇ ଯାଇଛି । ପେଟ୍ରୋଲ ଓ ଡିଜେଲର ଦାମ ଲଗାତାର ତୃତୀୟ ଦିନ ବୃଦ୍ଧି ପାଇଛି । ଆଜି ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୨୫ ପଇସା ଏବଂ ଡିଜେଲ ଦର ୩୦…

ଦୁଇ ଦିନ ପରେ ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି କଲବଲ କଲାଣି । ଦୁଇ ଦିନ ଆଶ୍ୱସ୍ତି ମିଳିଥିଲା । ଦାମ୍ ବଢ଼ି ନଥିଲା । ଆଜି ପୁଣି ବଢ଼ିଛି । ପେଟ୍ରୋଲ ଦାମ୍ ଲିଟର ପ୍ରତି ୨୫ ପଇସା ଓ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତାରେ ଆଦି ସହରରେ ପେଟ୍ରୋଲ ଦାମ୍ ୯୦…

ରେକର୍ଡ ସ୍ତରରେ ପେଟ୍ରୋଲ୍‌ ଦର; ମୂଲ୍ୟ ବୃଦ୍ଧିକୁ ଏମିତି ବିରୋଧ କଲେ ରବର୍ଟ ଭଦ୍ରା

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଦେଶରେ ଦେଖାଯାଇଥିବା “ଅସ୍ଥାୟୀ” ଇନ୍ଧନ ମୂଲ୍ୟ ବୃଦ୍ଧି ସ୍ତରକୁ ବିରୋଧ କରିବାର ଗୋଟିଏ ଦିନ ପରେ ତାଙ୍କ ଜ୍ବାଇଁ ତଥା ବ୍ୟବସାୟୀ ରବର୍ଟ ଭଦ୍ରା ଜାତୀୟ ରାଜଧାନୀରେ ରେକର୍ଡ ସ୍ତରର ମୂଲ୍ୟ ବୃଦ୍ଧିକୁ ବିରୋଧ କରି ସାଇକେଲ୍‌ ଚଳାଇ ଏହାର ପ୍ରତିବାଦ…