Latest Odisha News

BREAKING NEWS

ଗଛରେ ପିଟି ହେଲା କୁକୁଡ଼ା ବୋଝେଇ ପିକଅପ୍, ଡ୍ରାଇଭର ମୃତ

କରଞ୍ଜିଆ(ମୟୂରଭଞ୍ଜ): ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହେଲା କୁକୁଡ଼ା ବୋଝେଇ ପିକଅପ୍ । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ହେଲପର୍ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରୋଡ୍ ଚାଇଁବାଇଁଶି ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି ।

BjdElectrycity

ପିକଅପ୍ ବୋଝେଇ ଗାଡ଼ିଟି କପିଳାସରୁ କରଞ୍ଜିଆ ଦେଇ ଠାକୁରମୁଣ୍ଡା ଆସୁଥିଲା । ଚାଇଁବାଇଁଶି ପଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଏକ ଶାଳ ଗଛରେ ପିଟି ହୋଇଥିଲା । ଡ୍ରାଇଭର ବିଜୟ ଲୋହାରଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ହେଲପରଙ୍କୁ ପ୍ରଥମେ ଠାକୁରମୁଣ୍ଡ ମେଡିକାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.