Latest Odisha News

BREAKING NEWS

ଯୁକ୍ତ ୨ ନାମଲେଖା ଆବେଦନ ଅବଧି ସେପ୍ଟେମ୍ବର ୧୧କୁ ବୃଦ୍ଧି

ଭୁବନେଶ୍ୱର: ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ୨ ନାମଲେଖା ପାଇଁ ଆବେଦନର ଅବଧି ବୃଦ୍ଧି କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।

ପୂର୍ବରୁ ଯୁକ୍ତ ୨ ନାମଲେଖା ଆବେଦନ ପାଇଁ ୪ ତାରିଖ ଶେଷ ତାରିଖ ଥିଲା ।

Leave A Reply

Your email address will not be published.