ଭୁବନେଶ୍ବର : +୨ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସୂଚନା। ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ୍ ପରୀକ୍ଷା ଆସନ୍ତା ଜାନୁଆରୀ ୨ରୁ ଆରମ୍ଭ ହେବ। ଜାନୁଆରୀ ୨ତାରିଖରୁ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହୋଇ ୧୨ ତାରିଖ ଯାଏ ଚାଲିବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ୍ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି।

ଏଥିସହିତ ଫେବୃୟାରୀ ୧୬ ତାରିଖରୁ ଥିଓରୀ ପରୀକ୍ଷା ଆରମ୍ଭ ହୋଇପାରେ ବୋଲି ମଧ୍ୟ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ କହିଛନ୍ତି।
BREAKING NEWS
- Aparajita Sarangi’s letter in BBSR Metro Rail project:ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ; ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା ଷଢଙ୍ଗୀ
- Iran, US Negotiations Table: ଶନିବାର ଫିଟିବ ସମାଧାନର ବାଟ, ଆମ୍ନାସାମ୍ନା ହେବେ ଆମେରିକା-ଇରାନ!
- Overstaying Cops Under Scanner: ଗାଦିମଡା ପୋଲିସ୍ ବାବୁଙ୍କୁ ସରକାରୀ ଛାଟ, ରହିପାରିବେନି ୩ ବର୍ଷରୁ ଅଧିକ…
- Reschedule Working Hours : କାଲିଠୁ ଜଳିବ ଓଡିଶା, ଏହି ଜିଲ୍ଲାରେ ସରକାରୀ କାର୍ଯ୍ୟାଳୟରେ ବଦଳିଲା କାର୍ଯ୍ୟ ସମୟ…
- Israel Lebanon war: ୩୦୦ ମୃତ୍ୟୁ ପରେ ଏବେ ହେବ ଆଲୋଚନା! ହିଜବୁଲ୍ଲାକୁ ନିମନ୍ତ୍ରଣ ଦେଲା ଇସ୍ରାଏଲ
- Heat to Intensify: କଲବଲ କରିବ ତାତି, ଉପର ମୁହାଁ ପାରଦ…୨୪ ଘଣ୍ଟା ପାଇଁ କାଳବୈଶାଖୀ ଆଲର୍ଟ
- Nitish Kumar: ଆଜି ରାଜ୍ୟସଭା ସାଂସଦ ହେବେ ନୀତିଶ କୁମାର! ଏବେ କିଏ ଧରିବ ବିହାର ମଙ୍ଗ?
- ୮୨ ଗ୍ରାମର ବ୍ରାଉନ୍ସୁଗାର ଜବତ, ଅଭିଯୁକ୍ତ ଗିରଫ
- ୭୦୦ ଲିଟର ଦେଶୀ ମଦ ଏବଂ ୮୬୫୦ ଲିଟର ପୋଚ ଜବତ; ବନ୍ଧାହେଲେ ୩ ଅଭିଯୁକ୍ତ
- Government offices in Boudh:ଉପରମୁହାଁ ହେବ ପାରଦ…ଆସନ୍ତାକାଲିଠାରୁ ଏହି ଜିଲ୍ଲାରେ ଖୋଲିବ ସକାଳୁଆ ସରକାରୀ ଅଫିସ୍
Comments are closed.