Latest Odisha News

BREAKING NEWS

Browsing

Image

୩୦୦ରୁ ଅଧିକ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ

ନୂଆଦିଲ୍ଲୀ:  ୩୦୦ରୁ ଅଧିକ ଯାତ୍ରୀ ନେଇ ଯାଉଥିବା ଏକ ବିମାନ ଫ୍ରାନ୍ସରେ ଅଟକ ରହିଛି । ଏହି ବିମାନ ସଂଯୁକ୍ତ ଆରବ ଏମିରେଟରୁ ଉଡାଣ ଭରି ନିକାରଗୁଆ ଅଭିମୁଖେ ଯାଉଥିଲ । କାହିଁକି ଏହି ବିମାନକୁ ଅଟକ ରଖାଯାଇଛି ତାହାର କାରଣ ସ୍ପଷ୍ଟ ଜଣା ପଡି ନାହିଁ । ତେବେ ମାନବ ଚାଲାଣ କରାଯାଉଥିବା…

ମିଜୋରାମରେ ବଦଳିଲା ଭୋଟ ଗଣତି ତାରିଖ, ଡିସେମ୍ବର ୪ରେ ହେବ କାଉଣ୍ଟିଂ

ନୂଆଦିଲ୍ଲୀ: ମିଜୋରାମରେ ବଦଳିଲା ଭୋଟ ଗଣତି ତାରିଖ। ଡିସେମ୍ବର ୩ ପରିବର୍ତ୍ତେ ଡିସେମ୍ବର ୪ରେ ହେବ ମତ ଗଣନା। ଏନେଇ ନିର୍ବାଚନ ଆୟୋଗ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି। ମିଜୋରାମ୍ ବିଧାନସଭାର ଫଳାଫଳ ଅନ୍ୟ ଚାରୋଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ତେଲେଙ୍ଗାନା ସହ ଘୋଷଣା…

IPS ଅଧିକାରୀଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅହମ୍ମଦାବାଦ: ଆଇପିଏସ୍ ଅଧିକାରୀଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତକ ଗୁଜରାଟ କ୍ୟାଡରର IPS ଅଧିକାରୀ ଆରଟି ସୁସରାଙ୍କ ପତ୍ନୀ ସାଲୁବେନ। ଗୁଜରାଟର ଅହମଦାବାଦସ୍ଥିତ ବାସଭବନରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ନିକଟରେ ଏକ ବିବାହ ଭୋଜିକୁ ଯାଇ ଫେରିବା ପରେ ସେ ଆତ୍ମହତ୍ୟା…

ଜାନୁଆରୀ ୨ରୁ +୨ ପ୍ରାକ୍ଟିକାଲ, ଫେବୃୟାରୀ ୧୬ରୁ ହୋଇପାରେ ଥିଓରୀ ପରୀକ୍ଷା

ଭୁବନେଶ୍ବର : +୨ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସୂଚନା। ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ୍‍ ପରୀକ୍ଷା ଆସନ୍ତା ଜାନୁଆରୀ ୨ରୁ ଆରମ୍ଭ ହେବ। ଜାନୁଆରୀ ୨ତାରିଖରୁ ପ୍ରାକ୍ଟିକାଲ୍‍ ପରୀକ୍ଷା ଆରମ୍ଭ ହୋଇ ୧୨ ତାରିଖ ଯାଏ ଚାଲିବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର…

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସମାରୋହ ଉଦଘାଟିତ

ଭୁବନେଶ୍ବର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସମାରୋହ ଉଦଘାଟିତ ହୋଇଯାଇଛି। ସମାରୋହକୁ ଉଦଘାଟନ କରିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଛନ୍ତି…

ଭିଜିଲାନ୍ସ ଟ୍ରାପରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସର କନିଷ୍ଠ କିରାଣି

ବାଲେଶ୍ବର: ଭିଜିଲାନ୍ସ ଜାଲରେ ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସର କନିଷ୍ଠ କିରାଣି। ଲାଞ୍ଚ ନେବାବେଳେ କନିଷ୍ଠ କିରାଣି ଲକ୍ଷ୍ମୀ ନାରାୟଣ ନାଥଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ୍। ଜଣେ ହିତାଧିକାରୀଙ୍କ ବାପାଙ୍କ ନାଁରେ ଥିବା ଜମିପଟ୍ଟା ରେକର୍ଡର ନକଲ ଦେବାପାଇଁ ୪୦୦୦ ଟଙ୍କା ଲାଞ୍ଚ…

ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ୯୬୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ଶୁକ୍ରବାର ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ରାଉରକେଲା ସହରର ବିର୍ସା ଛକ ଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥ‌ଲେଟିକ୍‌ ଷ୍ଟାଡିୟମ୍‌ ସମେତ ବିର୍ସା…

ଭାଷା ଭାଗବତ : ଆମର ଧୈର୍ଯ, ଦଂଭ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମନ, ବଚନ ହେଲେ ଯୋଡ଼ି ଭାବନା ପାରେ ଜଣେ କାଢ଼ି ଲେଖେ ଅକ୍ଷର ଧାଡ଼ି ଧାଡ଼ି ସୁଚିଂତା, ଦୁଶ୍ଚିଂତା ସଜାଡ଼ି ଏପରି ଭାଷା ପାରେ ବଢ଼ି ଖାଲ ଓ ଢିପ ସବୁ ମାଡ଼ି ସବୁ ଧରି, କିଛି ନ ଛାଡ଼ି ରହେନି ମଲା ପରି ପଡ଼ି ଭାଷାର…