Latest Odisha News

BREAKING NEWS

ହଷ୍ଟନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଆଜି ‘ହାଓଡ଼ି ମୋଦୀ’ କାର୍ଯ୍ୟକ୍ରମ

ହଷ୍ଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଯୁକ୍ତରାଷ୍ଟ୍ର ଆମେରିକାର ହଷ୍ଟନ ସହରରେ ବହୁ ଚର୍ଚ୍ଚିତ ‘ହାଓଡ଼ି ମୋଦୀ’ କାର୍ଯ୍ୟକ୍ରମରେ ଯୋଗ ଦେବାଲାଗି ହଷ୍ଟନ ସହରରେ ପହଞ୍ଚିଛନ୍ତି ।

BjdElectrycity

ଆଜି ସମଗ୍ର ହଷ୍ଟନ ସହର ଉତ୍ସବମୁଖର ହୋଇପଡ଼ିଛି । ସେଠାରେ ଥିବା ପ୍ରବାସୀ ଭାରତୀୟମାନେ ଉତ୍ସବସ୍ଥଳୀରେ ଯୋଗଦେବାରେ ଲାଗିଛନ୍ତି । ଚାରିଆଡ଼େ ମୋଦୀ ମୋଦୀ ନାରାରେ କମ୍ପୁଛି ।

ଏହି ବିଶାଳ କାର୍ଯ୍ୟକ୍ରମରେ ପ୍ରାୟ ୭୦ ହଜାର ପ୍ରବାସୀ ଭାରତୀୟଙ୍କ ସମେତ ଆମେରେକୀୟ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଯୋଗଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.