Latest Odisha News

BREAKING NEWS

୨୮ ନଭେମ୍ବରରେ ପୁଣେସ୍ଥିତ ସେରମ୍‌ ଇନଷ୍ଟିଚ୍ୟୁଟ୍ ପରିଦର୍ଶନ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ୨୮ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ପରିଦର୍ଶନ କରିବେ। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଭାରତରେ କୋଭିଶିଲ୍ଡ ନାମକ ଏକ ଟିକା ପରୀକ୍ଷା କରୁଥିବାବେଳେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଏହି ଟିକା ଉତ୍ପାଦନକାରୀ ଏଷ୍ଟ୍ରୋଜେନିକା ଅନ୍ୟ ଦେଶରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ କରି ଟିକା ଅନୁମୋଦନ ପାଇଁ ବ୍ରିଟେନ କର୍ତ୍ତୃପକ୍ଷଙ୍କ ନିକଟକୁ ଏହି ପ୍ରସ୍ତାବ ପଠାଇଛନ୍ତି।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମଧ୍ୟ ଏହି ଟିକା ଉତ୍ପାଦନକୁ ତ୍ୱରାନ୍ୱିତ କରିଛି ଯାହାଦ୍ୱାରା ଭାରତରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଅନୁମୋଦନ କ୍ରମେ ଏହି ଟିକା ସାଧାରଣ ଜନତାଙ୍କ ନିକଟରେ ଅନୁମୋଦନ ହୋଇପାରିବ।ଏହି କାରଣରୁ ପ୍ରଧାନମନ୍ତ୍ରୀ ୨୮ ବର୍ଷ ପାଇଁ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଯିବେ।

Leave A Reply

Your email address will not be published.