Latest Odisha News

BREAKING NEWS

୩ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ରାଜ୍ୟ ସଭାପତି ମନମୋହନଙ୍କ ସୂଚନା

ଭୁବନେଶ୍ଵର: ଆସନ୍ତା ଫେବୃଆରି ୩ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଆଇଆଇଏମ୍‌ ସମ୍ବଲପୁର ସମାବର୍ତ୍ତନ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେବେ । ଏତଦବ୍ୟତୀତ ଏକ ସାଧାରଣ ସଭାରେ ଯୋଗଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସିଲାଣି । ସେଥିପାଇଁ ସବୁ ଦଳ ତା’ର ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ । ଏହାରି ଭିତରେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ବିଜେଡି ଓ କଂଗ୍ରେସଙ୍କ ମନରେ ଭୟ ଦେଖାଇଛି ।

Leave A Reply

Your email address will not be published.