ଆଷାଢ଼ ପୂର୍ଣ୍ଣିମା ଅବସରରେ ପ୍ରଭୁ ବୁଦ୍ଧଙ୍କ ଉତ୍ତମ ଶିକ୍ଷାକୁ ପ୍ରଧାନମନ୍ତ୍ରୀ ମନେ ପକାଇ ଦେଶବାଶୀଙ୍କୁ ଶୁଭେଚ୍ଛା ବାର୍ତା ପ୍ରଦାନ କରିଛନ୍ତି । ଆଷାଢ଼ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଭଗବାନ ବୁଦ୍ଧଙ୍କ ବାଣୀ, ଉତ୍ତମ ଶିକ୍ଷାକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି;
Greetings on the sacred occasion of Ashadha Purnima. We recall the noble teachings of Lord Buddha and reiterate our commitment to realise his enlightened vision of a just and compassionate society. pic.twitter.com/tvB99Rp460
— Narendra Modi (@narendramodi) July 13, 2022
“ଆଷାଢ଼ ପୂର୍ଣ୍ଣିମାଙ୍କ ଅବସରରେ ଶୁଭେଚ୍ଛା। ଆମେ ଭଗବାନ ବୁଦ୍ଧଙ୍କ ଉତ୍ତମ ଶିକ୍ଷାକୁ ମନେ ପକାଉଛୁ ଏବଂ ଏକ ନ୍ୟାୟପୂର୍ଣ୍ଣ ଏବଂ କରୁଣାମୟ ସମାଜର ତାଙ୍କର ଜ୍ଞାନପ୍ରାପ୍ତ ଦର୍ଶନକୁ ହୃଦୟଙ୍ଗମ କରିବାକୁ ଆମର ପ୍ରତିବଦ୍ଧତାକୁ ଦୋହରାଇଛୁ।”
Comments are closed.