Latest Odisha News

BREAKING NEWS

ଖୋର୍ଦ୍ଧାରେ ବେଆଇନ୍ ବାଣ ଗୋଦାମରେ ରେଡ୍ : ବିପୁଳ ପରିମାଣର ବାଣ ଜବତ, ଜଣେ ଗିରଫ

ଖୋର୍ଦ୍ଧା : ଆଉ ଦିନ କେଇଟା ପରେ ଆସୁଛି ଆଲୋକର ପର୍ବ ଦୀପାବଳୀ । ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ବାଣ ବିକ୍ରି ଆରମ୍ଭ ହେଲାଣି  । ଏହାରି ମଧ୍ୟରେ ଖୋର୍ଦ୍ଧାର ଏକ ବେଆଇନ ବାଣ ଗୋଦାମରେ ଚଢାଉ କରାଯାଇଛି । ବେଗୁନିଆ ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇ କଣ୍ଟାବାଡ ଗାଁରେ ଥିବା ଏକ ବାଣ କାରଖାନାରେ ଚଢାଉ କରିଥିଲା । ସେଠାରୁ ଦୁଇ ଟ୍ରକ୍ ବାଣ ଜବତ କରିଛି । ଏବଂ ଏହି ଘଟଣାରେ ଜଣେ ବ୍ୟକ୍ତିକୁ ଗିରଫ କରିଛି ବେଗୁନିଆ ପୋଲିସ ।

Leave A Reply

Your email address will not be published.