Latest Odisha News

BREAKING NEWS

ପୁରୀ, ଭୁବନେଶ୍ୱର ଓ ନୟାଗଡରେ ଆଜି ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର, ନୟାଗଡ ଓ ପୁରୀ ଜିଲ୍ଲାରେ ସୋମବାର ଦିନ ତଥା ଡିସେମ୍ବର ୧୬ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା ଜଣାପଡିଛି ।

ଜାଣନ୍ତୁ, ଭୁବନେଶ୍ୱର, ପୁରୀ ଓ ନୟାଗଡର କେଉଁସବୁ ସ୍ଥାନରେ ଆଜି ବନ୍ଦ ରହିବ ବିଦ୍ୟୁତ୍ ସେବା

ଭୁବନେଶ୍ୱର

ଲୁଇସ୍ ରୋଡ୍, ରବି ଟକିଜ୍, ଗୌରିନଗର, ନାଗେଶ୍ୱର ଟାଙ୍କୀ ଓ ପାନ୍ଥନିବାସ (ଦିନ ୧୦ଟାରୁ ୧ଟା ଯାଏଁ)

ପୁରୀ

କାକଟପୁର (ଦିନ ୧୦ଟାରୁ ଦିନ ୨ଟା ଯାଏଁ)

ନୟାଗଡ

ଶରଣକୁଳ, ଓଡଗାଁ ଓ ହରିପୁର (ସକାଳ ୮ଟାରୁ ଦିନ ୧ଟା ଯାଏଁ)

Leave A Reply

Your email address will not be published.