Latest Odisha News

BREAKING NEWS

ଟ୍ୱିନସିଟିରେ ୨ ଦିନ ଲାଗି କେଉଁ ସବୁ ଅଞ୍ଚଳରେ ବିଦ୍ୟୁତକାଟ ହେବ ଜାଣନ୍ତୁ…

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ରବିବାର ଓ ସୋମବାର (ଜାନୁଆରୀ ୫ ଓ ୬) ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି ।

ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା ଜଣାପଡିଛି ।

ଜାଣନ୍ତୁ, ଭୁବନେଶ୍ୱର ଓ କଟକର କେଉଁସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ସେବା…(୦୫.୧.୨୦୨୦)

ଭୁବନେଶ୍ୱର

ସି.ଆ.ଇ, ଶିଶୁପାଳ ଗଡ଼, ସାମନ୍ତରାପୁର (ସକାଳ ୧୦ଟାରୁ ଦିନ ୨ଟା ଯାଏଁ)

କଟକ

ଚାରବାଟିଆ, ଚୌଦ୍ଵାର, ଖୁଣ୍ଟୁନି, ବାଜରଂବଳି ଅଞ୍ଚଳ (ସକାଳ ୧୦ଟାରୁ ଅପରାହ୍ନ ୫ ଟା ଯାଏଁ)

ସେହିପରି ଭୁବନେଶ୍ୱର ଓ ନୟାଗଡର କେଉଁସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ସେବା…(୬.୧.୨୦୨୦)

ଭୁବନେଶ୍ୱର

ବୋଡ଼ର୍ କଲୋନୀ (ସକାଳ ୭ଟାରୁ ଦିନ ୧୦ଟା ଯାଏଁ)

ଗାୟତ୍ରୀ ବିହାର, ଜିଏ ପ୍ଲଟ, ପଟିଆ, ଦାରୁଠେଙ୍ଗ, କୃଷ୍ଣ ନଗର, ଚନ୍ଦକା, ପଥର ଗଡିଆ, ସୁନ୍ଦରପୁର, କୁଜିମହଲ (ସକାଳ ୯ଟାରୁ ଦିନ ୧ଟା ଯାଏଁ)

ନୟାଗଡ

ବୋଲଗଡ଼, ସୁନାଖଳା ଓ ଇଟାଭାଟି (ସକାଳ ୮ଟାରୁ ଦିନ ୨ଟା ଯାଏଁ)

Comments are closed.