Latest Odisha News

ବ୍ରିସବେନ ବିଜୟ ନେଇ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବ୍ରିସବେନ ବିଜୟ ସହ ଟିମ୍ ଇଣ୍ଡିଆ ଇତିହାସ ରଚିଛି । ସାରା ଦେଶ ଏଥି ପାଇଁ ଉତ୍ସବ ମନାଉଛି । ଆଉ ଟିମ୍ ଇଣ୍ଡିଆକୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଲେଖିଛନ୍ତି ଯେ, ‘ଅଷ୍ଟ୍ରେଲିଆରେ ଭାରତର ବିଜୟକୁ ନେଇ ସମସ୍ତେ ଖୁସିର ବିଭୋର । ଖେଳାଳିମାନଙ୍କ ମଧ୍ୟରେ ଥିବା ଉତ୍ସାହ ବେଶ୍ ଜଣାପଡୁଥିଲା । ଟିମ୍ ଇଣ୍ଡିଆକୁ ଅଭିନନ୍ଦନ, ଆଗାମୀ ଦିନରେ ଆହୁରି ସଫଳତା ହାସଲ କରନ୍ତୁ ଏହାହିଁ କାମନା ।’

Leave A Reply

Your email address will not be published.