ରାଉରକେଲା: ପାଚିକା ଚାକିରି ପାଇଁ ଲାଂଚ ମାଗିବା ପଡିଲା ମହଙ୍ଗା । ଚାକିରିରୁ ବିଦା ହେଲେ ସ୍କୁଲ ଅଧ୍ୟକ୍ଷ ଓ ପିଇଟି ଶିକ୍ଷକ । ବହିସ୍କୃତ ହୋଇଥିବା ଦୁଇ କର୍ମଚାରୀ ହେଲେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ବଡାଇକ ଓ ପିଇଟି ଶିକ୍ଷକ ଅମର ଅନନ୍ତ ପଟ୍ଟନାୟକ ।
କିଛିଦିନ ପୂର୍ବେ ସୁନ୍ଦରଗଡ ଜିଲ୍ଲା ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ପାଚିକା ଚାକିରୀ ପାଇଁ ଜଣେ ମହିଳାଙ୍କଠାରୁ ୬୦ ହଜାର ଟଙ୍କା ଲାଂଚ ମାଗିଥିଲେ ଅଧ୍ୟକ୍ଷ ଓ ପିଇଟି ଶିକ୍ଷକ । ମହିଳା ଜଣକ ବହୁ କାକୁତି ମିନତି ହୋଇଥିଲେ । ହେଲେ ସେମାନେ ନଶୁଣିବାରୁ ସ୍କୁଲ ଅଧ୍ୟକ୍ଷ ଓ ପିଇଟି ଶିକ୍ଷକ ଲାଂଚ ମାଗିବାନେଇ ମହିଳା ଜଣକ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ତଦନ୍ତ କରି ଏ ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
BREAKING NEWS
- ଏସବୁ ଗଣମାଧ୍ୟମ ସଂସ୍ଥାକୁ କାହିଁକି ବ୍ୟାନ କଲା ହ୍ୱାଇଟ୍ ହାଉସ
- Artificial Sun: ନିଜର ‘ସୂର୍ଯ୍ୟ’ ଗଢ଼ୁଛି ଭାରତ!
- ସ୍କ୍ରବ୍ ଟାଇଫସକୁ ନେଇ ଏଭଳି କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ
- Green Energy: କେବଳ ତେଲ-ଗ୍ୟାସ୍ ନୁହେଁ, ଏବେ ‘ଗୋବର ଗ୍ୟାସ୍’ ବି ତିଆରି କରିବ ଓଏଲ୍ ଇଣ୍ଡିଆ!
- NANIଙ୍କୁ ସମାଲୋଚନା: “ତାମିଲ୍ ସିନେମା ବାଇବେଲ୍ ସଦୃଶ”
- ରାୟଗଡ଼ାର ବିଦ୍ୟାଳୟରେ ଜଣ୍ଡିସ୍ ଆକ୍ରାନ୍ତ, ୨୦ ଛାତ୍ରୀ ଅସୁସ୍ଥ
- ପରୀକ୍ଷାରେ ChatGPTର ବ୍ୟବହାର, ଧରାପଡି ଛାତ୍ରଙ୍କ ଆତ୍ମହତ୍ୟା, କ୍ୟାମ୍ପସ୍ରେ ବିକ୍ଷୋଭ
- ନାଇଜର ହଷ୍ଟେଲ୍ ଛାତରୁ ପଡି ଛାତ୍ର ମୃତ
- WB By-polls: ଉପନିର୍ବାଚନ ପୂର୍ବରୁ ସାୟୋନୀଙ୍କ ବଡ ବୟାନ! ବଢ଼ିଲା ରାଜନୈତିକ ତାତି…
- Dengue Vaccine: ଡେଙ୍ଗୁକୁ ଟକ୍କର ଦେବ ଟିକା! ଭାରତକୁ ଆସୁଛି QDENGA, ଜାଣନ୍ତୁ କେତେ ପ୍ରଭାବୀ…

Comments are closed.