Latest Odisha News

BREAKING NEWS

ଓଡିଶା ଷ୍ଟାଫ ସିଲେକ୍ସନ କମିସନ ସଦସ୍ୟ ହେଲେ ପ୍ରଫେସର ଜଗନ୍ନାଥ ଲେଙ୍କା

ଭୁବନେଶ୍ୱର: ପ୍ରଫେସର ଜଗନ୍ନାଥ ଲେଙ୍କାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଷ୍ଟାଫ ସିଲେକ୍ସନ କମିସନ ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି ।

ଜଗନ୍ନାଥ ଲେଙ୍କା ଉତ୍ତର ଓଡ଼ିଶା ୟୁନିଭରସିଟିର ଅର୍ଥନୀତି ବିଭାଗ ମୁଖ୍ୟ ଥିଲେ ।

 

Leave A Reply

Your email address will not be published.