ପୁରୀ: ପୁରୀ ବିଜେପି ପକ୍ଷରୁ ବଗଲା ବଂଚାଅ ଆନ୍ଦୋଳନ ସ୍ଥଳରେ ଆଜି ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କର ବିୟୋଗରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଦଳ ପକ୍ଷରୁ ପ୍ରଥମେ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।
ପୁରୀର ବିଧାୟକ ଜୟନ୍ତ କୁମାର ଷଢଙ୍ଗୀଙ୍କ ସମେତ ସଂଜୀବ ମୁଖାର୍ଜୀ, ପ୍ରଭଞ୍ଜନ ମହାପାତ୍ର ,ସୋମନାଥ ଦାସ, ଉମାକାନ୍ତ ନାଏକ,ଶଚ୍ଚି ବାନାର୍ଜୀ, ଶଙ୍କର ପରିଡା, ଅଜୟ କୁମାର ଦାସ,ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।
Comments are closed.