Latest Odisha News

BREAKING NEWS

୨୧ ଦିନକୁ ବଢ଼ିପାରେ କ୍ୱାରେଂଟିନ ଅବଧି

ଭୁୁବନେଶ୍ୱର: ବଢ଼ିପାରେ କ୍ୱାରେଂଟିନ ଅବଧି । ରାଜ୍ୟରେ ପ୍ରବାସୀ ଓଡ଼ିଆଙ୍କ କ୍ୱାରେଂଟିନ ଅବଧି ପର୍ବରୁ ୧୪ ଦିନ ଥିବା ବେଳେ ଏହା ଏବେ ୨୧ ଦିନ ପର୍ଯ୍ୟନ୍ତ ବଢ଼ିପାରେ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା କେ.ଶ୍ରୀନାଥ ରେଡ୍ଡି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।
ଏଥିସହ ସାମାଜିକ ଦୂରତା, ପରିଷ୍କାର ପରିଚ୍ଛନ୍ନ ରକ୍ଷା ପାଇଁ ବି ସେ ପରାମର୍ଶ ଦେଇଥିବା ନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.