Latest Odisha News

BREAKING NEWS

ରେଲୱେର ୬୮୦ ପଦବୀ ପାଇଁ ବିଜ୍ଞପ୍ତି ଜାରି, ମାଟ୍ରିକ ମାର୍କସିଟ୍‌ ଅନୁଯାୟୀ ହେବ ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ 

ନୂଆଦିଲ୍ଲୀ: ମାଟ୍ରିକ୍‌ ପାସ୍‌ ବ୍ୟକ୍ତିଙ୍କ ପାଇଁ ବଡ ସୁଯୋଗ । ରେଲୱେରେ ଚାକିରି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ପଶ୍ଚିମ କେନ୍ଦ୍ରୀୟ ରେଲୱେ ଏକ ବଡ ସୁଯୋଗ ଆଣିଛି । ବିଭିନ୍ନ କ୍ୟାଟେଗୋରୀରେ ୬୮୦ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି ରେଲୱେ ।

ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହି ପଦବୀ ପାଇଁ ପ୍ରାର୍ଥୀଙ୍କୁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ । ଯୋଗ୍ୟ ପ୍ରାର୍ଥୀଙ୍କୁ ସେମାନଙ୍କ ମାଟ୍ରିକ ମାର୍କସିଟ୍‌ ଅନୁଯାୟୀ ବଛାଯିବ କରାଯିବ । 

Leave A Reply

Your email address will not be published.