Latest Odisha News

BREAKING NEWS

ଆଜି ମା” କଟକ ଚଣ୍ଡୀଙ୍କ ରାଜରାଜେଶ୍ୱରୀ ବେଶ 

କଟକ: ଶାରଦୀୟ ପୂଜା ପାଇଁ ଚଳଚଂଚଳ ରାଜ୍ୟର ପ୍ରମୁଖ ଶକ୍ତିପୀଠ ମାନ । ସବୁଠି ଚାଲିଛି ମା’ଙ୍କ ଷୋଡଶ ଉପଚାର ପୂଜା ବିଧି। କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ମଧ୍ୟ ପ୍ରତ୍ୟେକ ଦିନ ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି। ଷୋଡଶ ଦିନାତ୍ମକ ପୂଜାର ଷଷ୍ଠ ଦିବସରେ ମା” କଟକ ଚଣ୍ଡୀଙ୍କ ରାଜରାଜେଶ୍ୱରୀ ବେଶ ଓ ମା” ଗଡ଼ ଚଣ୍ଡୀଙ୍କ ସରସ୍ୱତୀ ବେଶରେ ପୂଜା ପାଉଛନ୍ତି।

ନାରାୟଣୀ ବେଶ ପରେ ଆଜି ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ମାଆ । ପରିସ୍ଥିତି ସାମାନ୍ୟ ଥିଲେ ମାଆଙ୍କର ଏହି ଅଲୌକିକ ରୂପ ମାନ ଦର୍ଶନ କରିବାକୁ ମନ୍ଦିର ଦୁଆରେ ଭିଡ଼ ଲାଗିଥାନ୍ତା।

Leave A Reply

Your email address will not be published.